ଓଡିଶାଦୁର୍ଘଟଣା

ଜିଲ୍ଲା ସଭାପତିଙ୍କ ଗାଡିକୁ ଧକ୍କା ଦେଲା ବରଯାତ୍ରୀ ଗାଡି

ଜିଲ୍ଲା ସଭାପତିଙ୍କ ଗାଡିକୁ ଧକ୍କା ଦେଲା ବରଯାତ୍ରୀ ଗାଡି  କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବସଷ୍ଟାଣ୍ଡ ନିକଟରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଡାକ୍ତର ଦେବସ୍ମିତା ଶର୍ମାଙ୍କ ଗାଡିକୁ ଧକ୍କା ଦେଇଛି ଏକ ବରଯାତ୍ରୀ ଗାଡି । ବରଯାତ୍ରୀ ଗାଡି ଭଦ୍ରକରୁ ଫେରିବା ସମୟରେ ବସଷ୍ଟାଣ୍ଡ ନିକଟରେ ଡାକ୍ତର ଶର୍ମାଙ୍କ ଗାଡିକୁ ପଛପଟୁ ଜୋରରେ ଧକ୍କା ଦେଇଥିଲା । ଗାଡ଼ିରେ ଜିଲ୍ଲା ସଭାପତି ନଥିବା ବେଳେ ଗାଡି ଚାଳକ ଆହତ ହୋଇଛନ୍ତି । ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଜିଲ୍ଲା ସଭାପତି ଡାକ୍ତର ଶର୍ମା ପହଞ୍ଚିବା ସହ ଆଳି ପୋଲିସ ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ  ଥାନାରେ ଅଟକ ରଖିଥିବା ଜଣାପଡିଛି ।

Related posts

ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ ନେଇ ଆଲୋଚନା ପର୍ୟ୍ୟାଲୋଚନା

mahabharatanews

୫ ବର୍ଷ ପରେ ଫୁଲବାଣୀ ଫେରିବ ଜଗା  

mahabharatanews

ବଜ୍ରପାତରେ ଜୀଅନ୍ତା ଜଳିଗଲେ ଯୁବକ  

mahabharatanews