ଓଡିଶାଦୁର୍ଘଟଣା

ଦେବଗଡରେ ବୃଦ୍ଧଙ୍କୁ ଦଳିଦେଲା ହାତୀ

ହାତୀ ଆକ୍ରମଣରେ ଵୃଦ୍ଧ ମୃତ ବୃଦ୍ଧା ଗୁରୁତର । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଯୁରାଡଙ୍ଗା ଗାଁରେ ଭୋର ସକାଳୁ ଅଘଟଣ । ଵିଲକୁ ଧାନ କାଟି ଯିବା ସମୟରେ ବୃଦ୍ଧଙ୍କୁ ଦଳିଦେଲା ହାତୀ । ସ୍ୱଚ୍ଛ ପାଇଁ ଯାଇଥିବା ବୃଦ୍ଧାଙ୍କୁ ଆକ୍ରମଣ କଲା ଦନ୍ତା ହାତୀ । ପୃଥକ ପୃଥକ ଜାଗାରେ ୨ଜଣଙ୍କୁ ହାତୀ ଆକ୍ରମଣ କରିଥିବା ସୂଚନା । ଘଟଣା ସ୍ଥଳରେ ଵୃଦ୍ଧ ମୃତ, ବୃଦ୍ଧା ଗୁରୁତର ଅବସ୍ତାରେ ଡାକ୍ତର ଖାନାରେ ଭର୍ତି । ମୃତ ଜଣକ ହେଲେ  କୁଣ୍ଢେଇ ଗୋଳା ଥାନା, ଯୁରା ଡ଼ଙ୍ଗା  ଗାଁ ର  କୁଞ୍ଜ ଦେହୁରୀ, ଆହତ ବୃଦ୍ଧା ହେଲେ, ଯୁରା ଡ଼ଙ୍ଗା ଗାଁର ଦିଲ୍ଲୀପ ବେହେରା ଙ୍କ ସ୍ତ୍ରୀ ରଜନୀ ବେହେରା. ତାଙ୍କୁ ଗୁରୁତର ଅବସ୍ଥା ରେ ଅନଗୁଳ ମୁଖ୍ୟ ଚିକିଛାଳୟ  କୁ ନିଆଁ ଯାଇଥିବା ସୂଚନା ମିଳିଛି ।

Related posts

କଟକରୁ ହଟିଲା ସଟଡାଉନ, ରହିବ ରାତି କର୍ଫ୍ୟୁ

mahabharatanews

ଓଡ଼ିଆ ଫିଲ୍ମ ରିଲିଜ ହେଲା : ଦୃଷ୍ଟିକୋଣ

mahabharatanews

ଓଡ଼ିଆ ପ୍ରବନ୍ଧ ଲିଖନ ଓ ଓଡ଼ିଆ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ

mahabharatanews