Uncategorized

ଏସଆଇ ନିଯୁକ୍ତି ମହା କେଳେଙ୍କାରୀ, ଗୁମର ଖୋଲୁଛି ସିବିଆଇ ଟିମ

ଏସଆଇ ନିଯୁକ୍ତି ସ୍କାମ । ସାମ୍ନାକୁ ଆସିଲା ଆନ୍ତରାଜ୍ୟ ଲିଙ୍କ । ବିହାରରୁ ଜଣଙ୍କୁ ଗିରଫ କଲା ସିବିଆଇ । ଗତକାଲି ଠାରୁ ଅଟକ ରଖି ପଚରାଉଚରା କରୁଥିଲା ସିବିଆଇ । ଆସନ୍ତାକାଲି ଅଭିଯୁକ୍ତକୁ ଭୁବନେଶ୍ୱର ଅଣାଯିବ । ଏଯାବତ ସିବିଆଇ ୪ ଜଣଙ୍କୁ ଗିରଫ କରିଛି । ପୂର୍ବରୁ ବିରଞ୍ଚି ନାୟକ, ଅର୍ଜୁନ ନାୟକ ଓ ନିମାଇଁ ସାହୁଙ୍କୁ ଗିରଫ କରିଥିଲା ସିବିଆଇ ।

Related posts

ପୁଣି ଜଣେ ସାଂସଦ କରୋନା ପଜିଟିଭ୍

mahabharatanews

ପୂଜା କରିବାବେଳେ ପତ୍ନୀଙ୍କୁ ସ୍ୱାମୀଙ୍କ କେଉଁ ପାଶ୍ୱର୍ରେ ବସିବା ଉଚିତ୍, ଜାଣିଛନ୍ତି କି?

mahabharatanews

ପୁରୁଣା ମାମଲାରେ ଅଧିକାରୀଙ୍କୁ ଛନ୍ଦୁଛି ଟିଏମସି

mahabharatanews