Accidentଓଡିଶାଯୋଗାଯୋଗ

ପଲ୍ୟୁସନ୍ ସାର୍ଟିଫିକଟେ୍ ପାଇଁ ଲୋକଙ୍କ ପ୍ରବଳ ଭିଡ

ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ପଲ୍ୟୁସନ୍ ସେଣ୍ଟର ଗୁଡିକରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ନିକଟରେ ପଲ୍ୟୁସନ୍ ସାର୍ଟିଫିକେଟ ନଥିଲେ ତେଲ ନମିଳିବା ନେଇ ସରକାରଙ୍କ ନିର୍ଦ୍ଦେଶ ପରେ ଏବେ ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର୍ ଗୁଡିକରେ ଭିଡ ଜମିଛି ଏହାକୁ ନେଇ ଏବେ ରାଜ୍ୟର ବିଭିନ୍ନ ସହରମାନଙ୍କରେ ଥିବା ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର୍ ଗୁଡିକରେ ଲୋକେ ଆସି ଟେଷ୍ଟ କରାଉଛନ୍ତି। ହଠାତ୍ ଏଭଳି ନିର୍ଦ୍ଦେଶ ଆସିବା ଦ୍ବାରା ଆଶଙ୍କାରେ ଗାଡିଚାଳକ। ଆସନ୍ତା ଜାନୁଆରୀ ୧ ତାରିଖରୁ ରାଜ୍ୟରେ ଗାଡ଼ି ଚେକିଂ ଜୋରଦାର ହେବା ନେଇ ଗତକାଲି ପରିବହନ କମିଶନର ସୂଚନା ଦେବା ପରେ ସବୁ ପେଟ୍ରୋଲ ପମ୍ପ ମାଲିକ ଓ ଡିଲରଙ୍କ ସହ ଆଲୋଚନା ହୋଇଥିବା ଜଣାପଡିଛି ଏବଂ ଏହାପରେ PUC ସାର୍ଟିଫିକେଟ କରାଇବାକୁ ସେମାନେ ଆଉଟଲେଟରେ ଲେଖିବେ ବୋଲି ପରିବହନ କମିଶନର କହିଛନ୍ତି। …

Related posts

ମା କାଳୀଙ୍କର ମହିମା ଓ ପୂଜକଙ୍କୁ ସ୍ୱପ୍ନାଦେଶ ହୋଇଥିବା ସିନ୍ଦୂର ଓ କୁମକୁମ୍ ଗଛ

mahabharatanews

‘ନୂଆଁଖାଇ’ପର୍ବ : ବଜାରରେ ଭିଡ଼ ପ୍ରବଳ 

mahabharatanews

KBK ମଡେଲ୍ ରେ ପଦ୍ମପୁର ଉପଖଣ୍ଡ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦାବି

mahabharatanews