ଓଡିଶା

ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକସେବା ଭବନର ତୃତୀୟ ମହଲା ରେ ବସିବ ବୈଠକ । ଅପରାହ୍ନ ୫ଟା ରେ ବସିବ ଏହି ବୈଠକ । ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରି ପାରେ ରାଜ୍ୟ କ୍ୟାବିନେଟ ।

Related posts

ଖାଲି ଯୁକ୍ତ୨ ସିଟ୍‌; ଆସନ୍ତାକାଲିଠୁ ପୁଣି ନାମଲେଖା ଆରମ୍ଭ 

mahabharatanews

ମହାନଦୀ କୂଳରେ ବାଲିଯାତ୍ରା

mahabharatanews

ରାଜ୍ୟରେ ୪୮ ନୂତନ ପଜିଟିଭ ସହ ମୋଟ ସଂଖ୍ୟା ୮୭୬ରେ ପହଞ୍ଚିଲା

mahabharatanews