ଦେଶ ବିଦେଶଭାରତଵାଣିଜ୍ୟ

୧୧୧ ଟଙ୍କା ବଢ଼ିଲା କମର୍ସିଆଲ LPG ସିଲିଣ୍ଡର

ବର୍ଷର ଆରମ୍ଭରୁ ୧୧୧ ଟଙ୍କା ବଢ଼ିଲା LPG ସିଲିଣ୍ଡର । ନୂଆଦିଲ୍ଲୀରେ କମର୍ସିଆଲ ସିଲିଣ୍ଡର ଦର ୧୬୯୧ ଟଙ୍କାକୁ ବୃଦ୍ଧି । ଅନ୍ୟପକ୍ଷରେ ଘରୋଇ LPG ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି । ସରକାର ପାଇପ୍ ପ୍ରାକୃତିକ ଗ୍ୟାସର ମୂଲ୍ୟ ହ୍ରାସ କରିଥିବା ବେଳେ, ଗ୍ୟାସ ସିଲିଣ୍ଡରର ମୂଲ୍ୟ ମଧ୍ୟ ବୃଦ୍ଧି କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ୨୮ ମାସ ମଧ୍ୟରେ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ସର୍ବାଧିକ ବୃଦ୍ଧି।

Related posts

ବୃଦ୍ଧଙ୍କ ଇଚ୍ଛା ପୂରା କରି ହୃଦୟ ଜିତିଲା ମାହି

mahabharatanews

ଭୁସ୍ଖଳନରେ ପୋତି ହୋଇଗଲା କାର୍, ୫ ମୃତ

mahabharatanews

ଗାୟକ ଜୁବିନ ଗର୍ଗଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଥିଲା : ହିମନ୍ତ ବିଶ୍ୱଶର୍ମା

mahabharatanews