ଅପରାଧଓଡିଶା

କେନ୍ଦ୍ରପଡାର ଅବିନାଶ ପରିଡାଙ୍କୁ ହାଇଦ୍ରାବାଦରେ ହତ୍ୟା…

ହାଇଦ୍ରାବାଦରେ ଓଡିଆ ଯୁବକଙ୍କୁ ହତ୍ୟା । କେନ୍ଦ୍ରପଡାର ଅବିନାଶ ପରିଡାଙ୍କୁ ହାଇଦ୍ରାବାଦ ର କୋକାପେଟ ନର୍ସିଂ ନିକଟରେ ହତ୍ୟା କରାଯାଇଥିବାର ଅଭିଯୋଗ କରିଛଛନ୍ତି ପରିବାର ଲୋକେ । ଅବିନାଶ ହାଇଦ୍ରାବାଦରେ ପାଣି ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଗତକାଲି କାମ ସାରି ଫେରିବା ସମୟରେ କିଛି ଦୁବୁର୍ତ୍ତ ଅବିନାଶଙ୍କୁ ଗୋଡେେଇ ଗାଡେଇ ଆକ୍ରମଣ କରିଥିଲେ । ନିଜର ଜୀବନ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ କରି ରାସ୍ତାରେ ଯାଉଥିବା ଏକ ଚାରିଚକିଆ ଗାଡିରେ ଥିବା ଲୋକଙ୍କୁ ସାହାଯ୍ୟ ମାଗିଥିଲେ । କିନ୍ତୁ ଗାଡିରେ ଥିବା ଲୋକଟି ତୁରନ୍ତ ସେହି ସ୍ଥାନ ଛାଡି ପଳାଇଥିଲା । ପରେ ଅବିନାଶର ମୃତଦେହ ଉଦ୍ଧାର କରାଯାଇଥିଲା । ଏବଂ ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ଏନେଇ ନିକଟସ୍ଥ ନର୍ସିଂ ଥାନାରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ଦୁବୁର୍ତ୍ତଙ୍କ ର କୈାଣସି ପରିଚୟ ମିଳିପାରିନାହିଁ ।

Related posts

ରାଜ୍ୟରେ ଆଉ ୫ କୋରୋନା ପଜେଟିଭ ଚିହ୍ନଟ

mahabharatanews

ଓଡି଼ଶା ବିଜେପି ପ୍ରଭାରୀ ହେଲେ ସୁନୀଲ ବଂଶଲ

mahabharatanews

ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ବାତସ୍ପତି ମହେଶ୍ୱର ମହାନ୍ତି

mahabharatanews