ଓଡିଶାଦୁର୍ଘଟଣା

ବୌଦ୍ଧ ମନମୁଣ୍ଡା ତେଲ ନଦୀ ସେତୁ ଉପରେ ବାଇକ ଓ ବୁଲେଟ ଦୁର୍ଘଟଣା

ବୌଦ୍ଧ ମନମୁଣ୍ଡା ତେଲ ନଦୀ ସେତୁ ଉପରେ ବାଇକ ଓ ବୁଲେଟ ଦୁର୍ଘଟଣା।  ଦୁର୍ଘଟଣା ରେ ଦୁଇ ଗୁରୁତର। ସୂଚନା ମତେ ଗତକାଲି ମନମୁଣ୍ଡା ଅସୁରଗଡ଼ ଲୋକ ମହୋତ୍ସବ ଚାଲିଥିବା ବେଳେ ଜନ ଗହଳି ଦେଖିବାକୁ ମିଳିଥିଲା।  ମନମୁଣ୍ଡା ସାଇଟ ରୁ ଏକ ବୁଲେଟ ସୋନପୁର ପଟକୁ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବାଇକ ସହ ସେତୁ ଉପେର ମୁହାଁମୁହିଁ ହୋଇଥିଲା।  ଏଥିରେ ବୁଲେଟ ଆରୋହୀ ଗୁରୁତର ହୋଇଥିବା ବେଳେ ବାଇକ ଆରୋହୀ ମଧ୍ୟ ଗୁରୁତର ହୋଇଥିବା ଜଣାପଡିଛି।  ଗୁରୁତର ଙ୍କୁ ସୋନପୁର ମେଡିକାଲ ପଠା ଯାଇଥିବା ବେଳେ ସେତୁ ଉପରେ ସହ ସହ ଜାନ ଅଟକି ରହି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା।  ଅନ୍ୟପଟେ ମନମୁଣ୍ଡା ପୋଲିସ ଦୁର୍ଘଟଣା ର ତଦନ୍ତ ଆରମ୍ଭ କରିଛି।

Related posts

ବଜୁରୀ ଅନଲୋଡ କଲାବେଳେ ଜଳିଗଲା ଟିପର

mahabharatanews

BCPPER ପାଇଁ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

mahabharatanews

ଆସନ୍ତା ୪ରୁ ୫ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

mahabharatanews