ଓଡିଶାଦୁର୍ଘଟଣା

ଭାରସାମ୍ୟ ହରାଇ ତଳକୁ ଖସିପଡିଲା ଆଖୁ ବୋଜେଇ ଟ୍ରକ୍

ଚଣ୍ଡିଖୋଲ  RTO ଅଫିସ ନିକଟରେ ୧୬ ନମ୍ୱର୍ ଜାତୀୟ ରାଜପଥ ରେ ଜାରକା ରୁ କଟକ ଅଭିମୁଖେ ଆଖୁ ବୋଜେଇ ଟ୍ରକ୍ ଭାରସାମ୍ୟ ହରାଇ ଓଭର ବ୍ରିଜ ରୁ ତଳ କୁ ଓଲଟି ପଡ଼ିଛି ଖବର ମିଳିବା ମାତ୍ରେ ଦମକଳ ବାହିନୀ ସଙ୍ଗେ ସଙ୍ଗେ  ଘଟଣା ସ୍ଥଳରେ ପହଞ୍ଚି  ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ଚଣା ମେଡିକାଲ୍ ଭର୍ତି କରାଯାଇଛି ଏବଂ ଗାଡ଼ି ତଳେ କିଏ  ଚାପି ହୋଇ ରହିଥାଇ ପାରନ୍ତି ତେଣୁ JCB ମେସିନ ସାହାଯ୍ୟରେ ବାହାର କରିବା ପାଇଁ ପ୍ରୟାସ ଚାଲିଛି ।

Related posts

ଏମ୍ସ ଖୋଜି ବାହାର କଲା ନୂଆ ଫଙ୍ଗସ

mahabharatanews

ଶ୍ରୀମନ୍ଦିରେ ମହାପ୍ରଭୁଙ୍କର ଲକ୍ଷ୍ମୀନୃସିଂହ ବେଶ

mahabharatanews

ରଥଯାତ୍ରା ବନ୍ଦ ବେଳେ ଉଦଳା ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ପୂଜାର୍ଚ୍ଚନା

mahabharatanews