ଓଡିଶା

ହିଞ୍ଜିଳିକାଟୁରେ ଠିକା କାମକୁ ନେଇ ଅଶାନ୍ତି

ଅଶାନ୍ତ ହେଲା ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ । ଠିକା କାମକୁ ନେଇ ମୁଣ୍ଡ ଟେକିଲାଣି ବିବାଦ । ହିଞ୍ଜିଳିରେ ଦେଖାଦେଲାଣି ଅଶାନ୍ତ ବାତାବରଣ । ପୂର୍ବ ଶତ୍ରୁତା ରଖି ଶେରଗଡ ବ୍ଲକ ପରିସରରେ ଚେୟାରମ୍ୟାନ କୃଷ୍ଣଚନ୍ଦ୍ର ନାୟକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସଂଘବଦ୍ଧ ଆକ୍ରମଣ କରାଯାଇଛି । ତେବେ ଘଟଣାସ୍ଥଳରୁ ଅଭିଯୁକ୍ତ କାରରେ ଚମ୍ପଟ ମାରିଥିବା ଜଣାପଡିଛି ।

Related posts

ଘରକୁ ଘର ବୁଲି ବହି ବାଣ୍ଟିଲେ ଶିକ୍ଷକ

mahabharatanews

ରାଜ୍ୟରେ ନୂଆ ୭ କରୋନା ପିଜିଟିଭ ଚିହ୍ନଟ

mahabharatanews

ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବା

mahabharatanews