ଓଡିଶା

ଘୂର୍ଣ୍ଣିବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ସୁରେଶ ପୂଜାରୀ

ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଆଜି ବିଧାନସଭାରେ ରାଜ୍ୟସଭା ପାଇଁ ଭୋଟ ଦେଇ ସାରିବା ପରେ ନିଜ କାର୍ଯ୍ୟାଳୟ କକ୍ଷରେ ବସି ଗତକାଲି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳରେ ଘଟିଥିବା ଘୂର୍ଣ୍ଣିବାତ୍ୟାରେ ହୋଇଥିବା ଧନଜୀବନର କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଫୋନ୍‌ ଯୋଗେ ଆଲୋଚନା କରିଥିଲେ ଏବଂ ବିଭାଗୀୟ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଖବର ନେଇଥିଲେ।

Related posts

ଓରକେଲ ପୋଲିସ ହାତରେ ଗଞ୍ଜେଇ ମାଫିଆ

mahabharatanews

ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ

mahabharatanews

ଅପ୍ରେଲ ୧୪ ତାରିଖରୁ ୨୦ ତାରିଖ ଯାଏ ପାଳନ କରାଯିବ ଅଗ୍ନିଶମ ସେବା ସପ୍ତାହ

mahabharatanews