ଖେଳଦେଶ ବିଦେଶ

୧୫,୩୦୦ କୋଟି ଟଙ୍କା ବିନିମୟରେ ବିକ୍ରିହେଲା ରାଜସ୍ଥାନ ରୟାଲ୍ସ

ଆଇପିଏଲ ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସକୁ ଆମେରିକାର ପ୍ରବାସୀ ଭାରତୀୟ ଉଦ୍ୟୋଗୀ ରାଜ୍‌ ସୋମାନିଙ୍କ ନେତୃତ୍ବାଧୀନ ଏକ କନସୋର୍ଟିୟମ୍‌ (ନିବେଶକ ଗୋଷ୍ଠୀ) କିଣିଛନ୍ତି । ୧.୬୩ ବିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୧୫,୩୦୦ କୋଟି ଟଙ୍କା ବିନିମୟରେ ରାଜସ୍ଥାନ ରୟାଲ୍ସକୁ ଅଧିଗ୍ରହଣ କରିଛନ୍ତି ବୋଲି ଜଣାପଡିଛି । ଏହି ବିକ୍ରୟ ଆଗାମୀ ଆଇପିଏଲ ୨୦୨୬ ସିଜିନ୍ ପରେ କାର୍ଯ୍ୟକାରୀ ହେବ ।

IPL franchise Rajasthan Royals sold in $1.63 billion deal to Kal Somani-led  consortium - Storyboard18

୨୦୦୮ରେ ଆଇପିଏଲ ଚାମ୍ପିଅନ ହୋଇଥିବା ରାଜସ୍ଥାନ ରୟାଲ୍ସର ବର୍ତ୍ତମାନର ମାଲିକ ମନୋଜ ବଦାଲେ, ରେଡବାର୍ଡ କ୍ୟାପିଟାଲ୍‌ ଓ ଲଚଲନ୍‌ ମୁର୍ଡକ୍‌ ଗତ ଛଅ ମାସ ହେଲା ଏହି ଫ୍ରାଞ୍ଚାଇଜ୍‌ ବିକ୍ରି ପାଇଁ ଆଲୋଚନା ଚଳାଇଥିଲେ । ଏହି ଫ୍ରାଞ୍ଚାଇଜ୍‌ କିଣିବା ଦୌଡ଼ରେ ବିରଲା ଗ୍ରୁପ୍‌ ଓ ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପ୍‌ ମଧ୍ୟ ସାମିଲ ଥିଲା ।

Rajasthan Royals Sold for $1.63 Billion: Kal Somani-Led US Consortium Wins  IPL Franchise Bid

Related posts

ଦୀର୍ଘ ୨୩ ବର୍ଷ ପରେ ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କଲା ମଧ୍ୟପ୍ରଦେଶ

mahabharatanews

ପ୍ରତ୍ୟେକ ଯାତ୍ରୀଙ୍କୁ ୧୦ ହଜାର କ୍ଷତିପୂରଣ ଦେଉଛି ଇଣ୍ଡିଗୋ

mahabharatanews

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଭାରତ୍ତୋଳକଙ୍କ ଚମତ୍କାର ପ୍ରଦର୍ଶନ, ମିଳିଲା ତୃତୀୟ ସ୍ୱର୍ଣ୍ଣ

mahabharatanews