ଓଡିଶା

ପାରଳାଖେମୁଣ୍ଡିରେ ପବିତ୍ର ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଓ ପୁରପଲ୍ଲୀରେ ପବିତ୍ର ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳିତ ହୋଇ ଯାଇଛି।ସହରର ବିଭିନ୍ନ ହନୁମାନ ମନ୍ଦିର ଓ ସାହି ଛକ ନିକଟରେ ଥିବା ହନୁମାନ ମୂର୍ତ୍ତିରେ ପୂଜାର୍ଚ୍ଚନା କରିବା ସହ ହୋମ, ଘୃତଯଜ୍ଞ,ଅନ୍ନ ଯଜ୍ଞ ପ୍ରଭୃତି କାର୍ଯ୍ୟକ୍ରମ ରହିଛି। ତତ୍ ସହିତ ପଣା ବଣ୍ଟନ ଓ ପ୍ରସାଦ ସେବନ ବ୍ୟବସ୍ଥା କରା ଯାଇଛି।

ଭକ୍ତମାନେ ସକାଳୁ ହନୁମାନ ମନ୍ଦିରକୁ ନଡ଼ିଆ, କଦଳୀ ଫୁଲ ଫଳ ଧରି ଯାଇ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ 108 ହନୁମାନ ଚାଲିଶା ପାଠ କରୁଥିବାର ଦେଖିବାକୁ ମିଳିଛି। ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

Related posts

ଅଳଗୁମ ଶ୍ମଶାନରେ ଶେଷ ଦର୍ଶନ ପରେ ପଞ୍ଚଭୂତରେ ଲୀନ ହେଲେ ସହିଦ ଦେବାଶିଷ ବିଶ୍ୱାଳ

mahabharatanews

ରାଜ୍ୟହେବ ମଦମୁକ୍ତ, ନିଆଯିବ ପଦକ୍ଷେପ

mahabharatanews

ମହିଳାଶକ୍ତି ସେବା ଟ୍ରଷ୍ଟର ଉପଖଣ୍ଡ ସ୍ତରୀୟ କର୍ମୀ ସମ୍ମିଳନୀ

mahabharatanews