ଓଡିଶା

ନଦୀ ପାଣିରେ ବୁଡି ଗଲା ନାବଳକଙ୍କ ଜୀବନ ।

ନଦୀ ପାଣିରେ ବୁଡି ଦଶମ ଶ୍ରେଣୀ ଛାତ୍ର ମୃତ। ସୂଚନା ଅନୁଯାୟୀ ଦେବଗଡ଼ ଜିଲ୍ଲା ,ବାରକୋଟ ଥାନା ଅନ୍ତର୍ଗତ ଗୋପପୁର ଗ୍ରାମର ସରସ୍ୱତୀ ହଷ୍ଟେଲ ର ଜଣେ ଛାତ୍ର ଆଜି ନିକଟସ୍ତ କଲା ନଦୀ, ଗୋପପୁର ଘାଟ କୁ ଗାଧୋଇବାକୁ ଯାଇଥିବାବେଳେ ସେ ଆଉ ଫେରିନଥିଲେ ଫଳରେ ଅନେକ ସମୟ ଧରି ଖୋଜା ଖୋଜି କରିବା ପରେ ତାଙ୍କୁ କଲା ନଦୀ ଗୋପପୁର ଘାଟରେ ପଡି ରହିଥିବାର ଦେଖି ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ ଲୋକେ ପରେ ତାଙ୍କୁ ବାରକୋଟ ମେଡିକାଲ ନିଆଯାଇଥିଲା ସେଠାରେ ତାଙ୍କ ଅବସ୍ଥା ସଂକଟାପଣ୍ଣ ଥିବା କୁହାଯିବାରୁ ତାଙ୍କୁ ପରେ ଦେବଗଡ଼ ଜିଲ୍ଲା ଚିକିତ୍ସା ଲୟ କୁ ପଠାଇଥିଲେ କିନ୍ତୁ ଉକ୍ତ ଡିଏଚ୍‌ଏଚ୍ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

372,000 people drown each year: those under 5 years at greatest risk |  EuroSafe

ତେବେ ମୃତ ଛାତ୍ର ଜଣକ ନାମ ପ୍ରିତମ ସାହୁ ବୋଲି ଜଣାପଡିଥିବାବେଳେ ତାଙ୍କ ମାତ୍ର ୧୪ ବର୍ଷ ବୟସ ହୋଇଥିଲା ସେ କଣ୍ଡଲ ଗ୍ରାମର, ଗୋପପୁର ସରସ୍ୱତୀ ହଷ୍ଟେଲରେ ରହି ,ଆଦର୍ଶ ବିଦ୍ୟାଳୟ ଗୋପପୁର ରେ ପାଠ ପଢୁଥିଲେ। ବୋଲି ସୂଚନା ମିଳିଛି। ତେବେ ଘୋରୋଇ ସରସ୍ୱତୀ  ନାମକ ହଷ୍ଟେଲ କ୍ରତ୍ରୁ ପକ୍ଷ ଙ୍କ ଅବହେଳା ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ସ୍ଥାନୀୟ ମହଲରେ ଚର୍ଚ୍ଚା ହେଉଛି ।

Related posts

ଆଜି ମହାପ୍ରଭୁଙ୍କର ପ୍ରଳମ୍ବାସୁରବଧ ବେଶ , ପ୍ରବଳ ଗହଳି 

mahabharatanews

କାଳ ବୈଶାଖୀରେ ଗଛ ପଡ଼ି ଭାଙ୍ଗିଲା ଘର, ଜଣେ ଗୁରୁତର

mahabharatanews

ଆଜି ସୂର୍ଯ୍ୟକିରଣ ଏୟାରସୋ ; ଯୋଗଦେବେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

mahabharatanews