ଓଡିଶା

କାଳ ବୈଶାଖୀରେ ଗଛ ପଡ଼ି ଭାଙ୍ଗିଲା ଘର, ଜଣେ ଗୁରୁତର

ବାଣପୁର/ସୁଧିର କୁମାର ପାତ୍ର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନିଲାଦ୍ରିପ୍ରସଦରେ କାଳ ବୈଶାଖୀ ପ୍ରଭାବ ରୁ ୨ଜଣଙ୍କ ଘର ଉପରେ ତେନ୍ତୁଳି ଗଛ ପଡ଼ି ଘର ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି । ଏହା ସହ ଘରେ ଶୋଇଥିବା ବେଳେ ସେ ଘରେ ରହୁଥିବା ସୁରେନ୍ଦ୍ର ପ୍ରଧାନ ଯିଏ କି ଜଣେ ପକ୍ଷ୍ୟା ଘାତ ରୋଗୀ ତାଙ୍କ ଉପରେ ଗଛ ପଡ଼ିବାରୁ ମୁଣ୍ଡରେ ଗଭିର ଆଘାତ ଲାଗିବ ସହିତ ଗୋଡଟି ଭାଙ୍ଗି ଯାଇଛି ସେହିପରି ଅଶୋକ ନାୟକ ଙ୍କ ଘରେ ମଧ୍ୟ ଗଛ ପଡ଼ି ଅନେକ କ୍ଷୟକ୍ଷତି ହୋଇଛି । ଘଟଣା ସ୍ଥଳ ରେ ଅଗ୍ନିଶମ ବାହିନୀ ପହଁଞ୍ଚି ଉଦ୍ଧାର କାଯ୍ୟ ଜାରିରହିଛି ।

Related posts

ମଜୁରି ବନ୍ଦକୁ ଏଡାଇବାକୁ ଗର୍ଭାଶୟ ବାହାର କଲେ ୩୦ ହଜାର ମହିଳା ଶ୍ରମିକ

mahabharatanews

ଶ୍ରୀମନ୍ଦିରରେ ଆରମ୍ଭ ହେଲା ରୁପା ଛାଉଣୀ କାମ

mahabharatanews

ପାଣି ଉଠାଉବାବେଳେ କାଉଡିଆ ନିଖୋଜ

mahabharatanews