ଓଡିଶା

ନଈ ରେ ବୁଡି ଦୁଇ ଭାଇ ମୃତ

ଚନ୍ଦନପୁର ଜାନକାଦେଇପୂର୍ ରେଳ ବ୍ରିଜ୍ ଥିବା ନଈ ରେ ବୁଡି ଦୁଇ ଭାଇ ମୃତ । ଗାଧେଇବା ବେଳେ ବୁଡ଼ି ଯାଇ ଦୁଈ ଭାଇଙ୍କ ଦୁଇ ପୁଅ ମୃତ ହୋଇଥିବା ସୂଚନା । ଚନ୍ଦନ ପୁରରେ ପରିବା ବ୍ୟବସାୟ କରୁଥିବା ଦୁଇ ଭାଇ ବାବୁ ରାୟ ଓ କାବୁ ରାୟ ଙ୍କ ଦୁଇ ପୁଅଙ୍କ ମୃତ୍ୟୁ ହୋଇଛି ବୋଲି ପ୍ରାଥମିକ ସୂଚନା ମିଳିଛି । ମୃତ ନାବାଳକ ଙ୍କ ବୟସ 12 ରୁ 15 ମଧ୍ୟରେ ହେବ ।ମୃତ ନାବାଳକ କେତକୀ ପାଟଣା ବାସିନ୍ଦା ବୋଲି ଜଣାପଡ଼ିଛି ।

Related posts

ବିଜେପିରେ ଯୋଗଦାନ ଖବର କପୋଳକଳ୍ପିତ: କଂଗ୍ରେସ ନେତା ସୁଦର୍ଶନ ଦାସ

mahabharatanews

ଡଙ୍ଗରିଆ ଆଦିବାସୀମାନଙ୍କୁ ୨୦୦ ମାସ୍କ ବାଣ୍ଟିଲେ ସ୍ୱେଚ୍ଛାସେବୀ

mahabharatanews

ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ଦେହାନ୍ତ

mahabharatanews