ଓଡିଶା

ପୁରୀ ବାଲିଗୁଆଳି ଛକରେ  ଦୁର୍ଘଟଣା। ଜଣେ ମୃତ, ଜଣେ ଗୁରୁତର…

ପୁରୀ ବାଲିଗୁଆଳି ଛକରେ  ଦୁର୍ଘଟଣା। ଜଣେ ମୃତ, ଜଣେ ଗୁରୁତର। ବାଇକ୍ ଯୋଗେ ଫେରୁଥିବାବେଳେ ଅନ୍ଧାର ରାସ୍ତା ଯୋଗୁଁ ପ୍ରଥମେ ଏକ ଷଣ୍ଢ କୁ ଧକ୍କା ଦେଇ ରାସ୍ତାରେ ଛିଟିକି ପଡ଼ିଥିଲେ ଦୁଇ ଯୁବକ।ପରେ ପଛ ପଟୁ ଆସୁଥିବା କୋର୍ଟ ଏସ୍କର୍ଟ ଗାଡ଼ି ଧକ୍କା ଦେଇ ଘୋଷାରି ନେଇଥିଲା।ପୁରୀ – କୋଣାର୍କ ରାସ୍ତାର ବାଲିଗୁଆଳି ଛକରେ ବାଇକ୍ ଉପରେ ଚଢ଼ିଗଲା କୋର୍ଟ ଏସ୍କର୍ଟ ଗାଡ଼ି।ମୃତକ ହେଉଛନ୍ତି କୁନା ବେହେରା।ଗୁରୁତର ହେଉଛନ୍ତି ସୁଜିତ୍ ସାହୁ ।ଉଭୟ ବାଇକ୍ ଯୋଗେ କୋଣାର୍କ ଅଭିମୁଖେ ଯାଇଥିଲେ ।

Related posts

ମେ ୮ରୁ ଓଜେଇଇ ପ୍ରବେଶିକା ପରୀକ୍ଷା ଆରମ୍ଭ

mahabharatanews

ଆଜି ପଞ୍ଚଭୂତରେ ଲୀନ ହେବେ ଗୀତା ମେହେଟ୍ଟା

mahabharatanews

ହାତ ମିଳାଇଲେ କେନ୍ଦ୍ର ଓ ରାଜ୍ୟ ସରକାର

mahabharatanews