ଓଡିଶା

କୁକୁର ପାଟିରୁ ନବଜାତ ଶିଶୁ ଉଦ୍ଧାର

କେନ୍ଦୁଝର ଟାଉନ ଥାନା ଗୋବିନ୍ଦମୁଣ୍ଡା ଛକ ରାସ୍ତା ପାର୍ଶ୍ୱରେ ଆଜି ଏକ ଅଭାନୀୟ ଦୃଶ୍ୟ ଦେଖିବାକୁ ମିଳିଛି, ସକାଳୁ ସକାଳୁ ଏକ ନବଜାତ ଶିଶୁକୁ କୁକୁର ଖାଉଥିବା ସ୍ଥାନିୟ ଲୋକ ଦେଖି କୁକୁରକୁ ଘଉଡାଇବା ସହ ଶିଶୁ ଉପରେ ଘୋଡଣି ପକେଇ ଦେଉଥିଲେ। ପରେ ଖବର ପାଇ ପୋଲିସ ପହଞ୍ଚି ମୃତ ଶିଶୁ କୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ତେବେ କେଉଭଳି ଭାବେ ଶିଶୁ ଟି ଏଠାରେ ପଡ଼ିଲା ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି.

Related posts

ଫ୍ରିଜରେ ଅଣ୍ଡା ରଖିବା ଭଲ ନା ଖରାପ

mahabharatanews

ରଥଯାତ୍ରାରେ ସାମିଲ ସବୁ କର୍ମଚାରୀଙ୍କ ହେବ କୋଭିଡ ଟେଷ୍ଟ

mahabharatanews

ଲକ୍ଷ୍ମୀ ବସ୍ ଯୋଜନା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

mahabharatanews