ଢେଙ୍କାନାଳ ଷଡ଼ଙ୍ଗୀ ରେଞ୍ଜ ଲତାଦେଇପୁର ନିକଟରେ ବୁଲୁଛି ଅସୁସ୍ଥ ମାଇ ହାତୀ।ଅସୁସ୍ଥତା ହେତୁ ହାତୀଟି ଇତସ୍ତତଃ ହୋଇ ଦୀର୍ଘ ସମୟ ଧରି ଏକ ପୋଖରୀ ଭିତରେ ପଶି ରହିଛି। ବନ କର୍ମଚାରୀ ମାନେ ତା ଉପରେ ନଜର ରଖିଛନ୍ତି।ମାଇ ହାତୀଟି ହିନ୍ଦୋଳ ରେଞ୍ଜ ରୁ ଚାଲି ଆସିଥିବା ସୁଚନା।ବନବିଭାଗ ପକ୍ଷରୁ ଅସୁସ୍ଥ ହାତୀକୁ ଆଣ୍ଟିବାୟୋଟିକ ଦିଆଯାଇଛି।ହାତୀଟି ଅସୁସ୍ଥତା ହେତୁ ଦୁର୍ବଳ ହୋଇପଡ଼ିଛି।କେଉଁ କାରଣରୁ ହାତୀଟି ଅସୁସ୍ଥ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।
previous post
