ଓଡିଶା

ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ ନେଇ ପ୍ରତିକ୍ରିୟା ରଖିଲେ ପଞ୍ଚାୟତି ରାଜ ମନ୍ତ୍ରୀ ପ୍ରଦୀପ ଅମାତ

ଭୁବନେଶ୍ୱର : ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ ନେଇ ପ୍ରତିକ୍ରିୟା ରଖିଲେ ପଞ୍ଚାୟତି ରାଜ ମନ୍ତ୍ରୀ ପ୍ରଦୀପ ଅମାତ | ଅଭିଯୋଗ ଆସିଥିଲା ତର୍ଜମା ହୋଇଛି, ଯେଉଁମାନେ ଯୋଗ୍ୟ ହିତାଧିକାରୀ ଅନଲାଇନ ମାଧ୍ୟମରେ ପାଇବେ ୱାର୍କ ଅଡର ବୋଲି କହିଛନ୍ତି ପ୍ରଦୀପ ଅମାତ | ଏଥିସହ ବ୍ଲକ ଅଫିସକୁ ଆଉ ଦୌଡ଼ିବାକୁ ପଡ଼ିବନି ବୋଲି କହିଛନ୍ତି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଛତା ଉପରେ ନିର୍ଭର କରନ୍ତି, 5T କାର୍ଯ୍ୟକ୍ରମ ସହ ସମ୍ପୃକ୍ତ ହୋଇ ୱାର୍କ ଅଡର ଦେବାର କାର୍ଯ୍ୟକ୍ରମ ଜାରି ରହିଛି | 40 ଲକ୍ଷ ଲୋକଙ୍କୁ ଘର ଦେବାପାଇଁ କେନ୍ଦ୍ରକୁ ଦିଆଯାଇଥିଲା ହେଲେ 9 ଲକ୍ଷ 50 ହଜାର ଘର ପାଇଁ କେନ୍ଦ୍ର ଦେଲା | ଯେଉଁମାନେ ରହିଗଲେ ତାର କାରଣ ହେଲା ଷ୍ଟ୍ରେଟ ନିୟମାବଳୀ ବୋଲି ପ୍ରତିକ୍ରିୟା ଦେଇଛନ୍ତି ପଞ୍ଚାୟତି ରାଜ ମନ୍ତ୍ରୀ ପ୍ରଦୀପ ଅମାତ |

Related posts

ଧାନ କିଣାରେ ଅନିୟମିତତା, ପ୍ରତିବାଦରେ କଲ୍ୟାଣସିଂହପୁର- ରାୟଗଡ଼ା ରାସ୍ତା ରୋକ

mahabharatanews

ତାତିରୁ ମିଳିଲା ମୁକ୍ତି; ରାଜଧାନୀରେ ପାରଦ ଖସିଲା ୧୨ଡିଗ୍ରୀ

mahabharatanews

ମେକ୍ ଇନ୍ ଓଡିଶା କନକ୍ଲେଭ,ଭୁବନେଶ୍ୱର ଅକାଶରେ ଏକା ସାଙ୍ଗରେ ଉଡିଲା ୬ ଡ୍ରୋନ

mahabharatanews