ଓଡିଶା

କାର ଧକ୍କାରେ ବାଇକ ଆରୋହି ଆହାତ

(ଗୋପ / ଜୟନ୍ତ କୁମାର ସେଠୀ ): ପୁରୀ- ଭୁବନେଶ୍ୱର ୩୧୬ ଜାତୀୟ ରାଜପଥର ତରାକାଜ ଠାରେ ମଟର ସାଇକେଲର ପଛକୁ ପଟିଥିଲା ଏକ କାର । ଯାହାକି ବାଇକ ଚାଳକ ଜଣଙ୍କ ଅଳ୍ପ ଆହତ ହୋଇଥିବା ବେଳେ ମଟର ସାଇକେଲ ପଛରେ ବସିଥିବା ବ୍ୟକ୍ତି ଜଣଙ୍କ ଗୁରୁତର ହୋଇ ଭୁବନେଶ୍ୱର ମେଡିକାଲରେ ଚିକିତ୍ସା ହେଉଥିବା ଜଣାପଡିଛି । ଖବର ପାଇ ପିପିଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ କରୁଥିବା ଜଣାପଡିଛି ।

Related posts

ଶୁଣ୍ଢରେ କଚାଡି ଦେଲା ହାତୀ, ମହିଳା ଗୁରୁତର

mahabharatanews

୨୮ରେ ପଦ୍ମପୁର ଲୋକ ମହୋତ୍ସବ

mahabharatanews

ଶ୍ରୀମନ୍ଦିର ଅଧିନିୟମ ସଂଶୋଧନ ବିଲକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

mahabharatanews