ଭାରତ

ଏୟାର ଇଣ୍ତିଆ କର୍ମଚାରୀଙ୍କୁ ନୂଆ ରୂପ ଦେବେ ମନୀଷ ମଲହୋତ୍ରା

(ଦିଲ୍ଲୀ) : ଏୟାର ଇଣ୍ତିଆ କର୍ମଚାରୀଙ୍କୁ ନୂଆ ରୂପରେ ସଜେଇବେ  ଆସିବ  ଡିଜାଇନର ମନୀଷ ମଲହୋତ୍ରା । କର୍ମଚାରୀଙ୍କୁ ମିଳିବ ନୂଆ ୟୁନିଫର୍ମ ।  ଏୟାର ଇଣ୍ତିଆର ୧୦ ହଜାର କର୍ମଚାରୀଙ୍କ ପାଇଁ ହେବ ନୂଆ ଡିଜାଇନର ଡ୍ରେସ୍ । ଏନେଇ ଏୟାର ଇଣ୍ତିଆ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଘୋଷଣା କରି ସାରିଛି ।

ସୂଚନାନୁଯାୟୀ , ଏହାର ଇଣ୍ତିଆ ଏକ ପୋଷ୍ଟ ସେୟାର କରି ଲେଖିଛି ଯେ, ବଲିଉଡ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ସହିତ ଆମର ସହଭାଗିତା ଘୋଷଣା କରିବା ଖୁବ ଆନନ୍ଦଦାୟକ । ଆମର କ୍ୟାବିନ୍ କ୍ରୁ, ପାଇଲଟ୍ ଏବଂ ଅନ୍ୟ ଫ୍ରଣ୍ଟଲାଇନ ସହକର୍ମୀମାନଙ୍କ ପାଇଁ ନୂଆ ୟୁନିଫର୍ମ ଡିଜାଇନ୍ କରିବା ପାଇଁ ଯାଉଛନ୍ତି ମନୀଷ ମଲହୋତ୍ରା । ତେବେ ଆମେ ଫେମସ୍ ଡିଜାଇନରଙ୍କ ସହ ମିଶି ଏକ ଚମତ୍କାର ଲୁକ୍ ସୃଷ୍ଟି କରିବା ପାଇଁ ଯାଉଛୁ ।

Related posts

କେଜ୍ରିୱାଲଙ୍କ ଘରେ ଦିଲ୍ଲୀ ପୋଲିସ

mahabharatanews

ଗୋଆରେ ଚାଲିଥିବା FIDE ଚେସ୍ ବିଶ୍ୱକପ୍ ରୁ ବାଦ ପଡ଼ିଲେ ବିଶ୍ୱ ଚାମ୍ପିଅନ ଡି ଗୁକେଶ

mahabharatanews

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ପାଇଁ ସମନ ଜାରି

mahabharatanews