ଭାରତ

ଏୟାର ଇଣ୍ତିଆ କର୍ମଚାରୀଙ୍କୁ ନୂଆ ରୂପ ଦେବେ ମନୀଷ ମଲହୋତ୍ରା

(ଦିଲ୍ଲୀ) : ଏୟାର ଇଣ୍ତିଆ କର୍ମଚାରୀଙ୍କୁ ନୂଆ ରୂପରେ ସଜେଇବେ  ଆସିବ  ଡିଜାଇନର ମନୀଷ ମଲହୋତ୍ରା । କର୍ମଚାରୀଙ୍କୁ ମିଳିବ ନୂଆ ୟୁନିଫର୍ମ ।  ଏୟାର ଇଣ୍ତିଆର ୧୦ ହଜାର କର୍ମଚାରୀଙ୍କ ପାଇଁ ହେବ ନୂଆ ଡିଜାଇନର ଡ୍ରେସ୍ । ଏନେଇ ଏୟାର ଇଣ୍ତିଆ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଘୋଷଣା କରି ସାରିଛି ।

ସୂଚନାନୁଯାୟୀ , ଏହାର ଇଣ୍ତିଆ ଏକ ପୋଷ୍ଟ ସେୟାର କରି ଲେଖିଛି ଯେ, ବଲିଉଡ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ସହିତ ଆମର ସହଭାଗିତା ଘୋଷଣା କରିବା ଖୁବ ଆନନ୍ଦଦାୟକ । ଆମର କ୍ୟାବିନ୍ କ୍ରୁ, ପାଇଲଟ୍ ଏବଂ ଅନ୍ୟ ଫ୍ରଣ୍ଟଲାଇନ ସହକର୍ମୀମାନଙ୍କ ପାଇଁ ନୂଆ ୟୁନିଫର୍ମ ଡିଜାଇନ୍ କରିବା ପାଇଁ ଯାଉଛନ୍ତି ମନୀଷ ମଲହୋତ୍ରା । ତେବେ ଆମେ ଫେମସ୍ ଡିଜାଇନରଙ୍କ ସହ ମିଶି ଏକ ଚମତ୍କାର ଲୁକ୍ ସୃଷ୍ଟି କରିବା ପାଇଁ ଯାଉଛୁ ।

Related posts

‘ଗଦ୍ଦର-୨’ ଦେଖିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ 

mahabharatanews

ରୁଷ-ୟୁକ୍ରେନ୍ ଯୁଦ୍ଧ : ଲୁହାନସ୍କ ତେଲ ଡିପୋରେ ଭୟଙ୍କର ବିସ୍ଫୋରଣ

mahabharatanews

ଦେଶରେ ପୁଣି ବଢୁଛି କରୋନା ସଂକ୍ରମଣ ; ୪,୨୭୨ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews