ସମ୍ବଲପୁର ଜିଲ୍ଲା ପିଥମପୁର ପ୍ରାଥମିକ ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ପାଳନ କରାଯାଇଛି l ଏହା ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କ କଳା ପ୍ରତିଭା ବିକଶିତ ହେଉଛି ତାଙ୍କ ମନରୁ ଭୟ ଦୂର ହେବା ସହିତ ଆଗ୍ରହ ଉତ୍କଣ୍ଠା ନୁଆଁ କିଛି ଶିଖିବାର ଇଚ୍ଛା ବୃଦ୍ଧି ହେଉଛି l କୁନି କୁନି ଛୁଆ ମାନଙ୍କ ପ୍ରତିଭା ପ୍ରକଶ କରିବା ପାଇଁ ଏହି ବାର୍ଷିକ ଉତ୍ସବ ଟି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l ସାଂସ୍କୃତିକ କାର୍ଯ୍ୟକ୍ରମରେ ପିଲାମାନେ ନାଚ ଗୀତ, ଖେଳ କୁଦ, ବିଭିନ୍ନ ଅଭିନୟ ସହିତ କହିବାର କଳା ସବୁ ସାମିଲ ହୋଇଥାଏ l ଗ୍ରାମବାସୀ ଙ୍କ ସାହାଯ୍ୟ ଏବଂ ଶିକ୍ଷକ ମାନଙ୍କ ମନୋ ବଳ ପାଇଁ ଏହା ସମ୍ଭବ l
