ଓଡିଶାଖଡିଆ ସାଂସ୍କୃତିକ ସମାଜର ମହାସମାବେଶmahabharatanewsJanuary 15, 2026 by mahabharatanewsJanuary 15, 2026031 ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ମଙ୍ଗଳପୁର ଠାରେ ଖଡିଆ ଆଦିବାସୀ ସମାଜର ଏକ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି | ଏହି ସମାବେଶରେ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡା ଜିଲ୍ଲାରୁ ପାଖାପାଖି ବାରଶହ ଖଡିଆ ସମାଜ ଆଦିବାସୀ...
ଓଡିଶାରେଙ୍ଗାଲି ଗ୍ରାମପଞ୍ଚାୟତରେ ରକ୍ତଦାନ ଶିବିର ଅନୁଷ୍ଠିତmahabharatanewsJanuary 11, 2026 by mahabharatanewsJanuary 11, 2026034 ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଠାରେ ରେଙ୍ଗାଲି ଗ୍ରାମ ପଂଚାୟତ ଏବଂ ଟାଇଗର ଗ୍ରୁପ ର ମିଳିତ ପ୍ରୟାସ ରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ଆଠ ବର୍ଷ ହେବ...
ଓଡିଶାସମ୍ବଲପୁର ଜିଲ୍ଲା ପିଥମପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନmahabharatanewsDecember 19, 2025 by mahabharatanewsDecember 19, 2025035 ସମ୍ବଲପୁର ଜିଲ୍ଲା ପିଥମପୁର ପ୍ରାଥମିକ ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ପାଳନ କରାଯାଇଛି l ଏହା ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କ କଳା ପ୍ରତିଭା ବିକଶିତ ହେଉଛି ତାଙ୍କ ମନରୁ ଭୟ ଦୂର ହେବା...
ଓଡିଶାଦୁର୍ଘଟଣାରେଙ୍ଗାଲିରେ ଦୋକାନ ଭିତରେ ଫାଟିଲା ଗ୍ୟାସ ସିଲିଣ୍ଡରmahabharatanewsDecember 8, 2025 by mahabharatanewsDecember 8, 2025040 ରେଙ୍ଗାଲିରେ ଦୋକାନ ଭିତରେ ଫାଟିଲା ଗ୍ୟାସ ଟାଙ୍କି । ରେଙ୍ଗାଲି ରଂପେଲାରେ ଏକ ଦୋକାନରେ ଫାଟିଲା ଗ୍ୟାସ ସିଲିଣ୍ଡର । ଫଳରେ ଗ୍ୟାସ ସିଲିଣ୍ଡର ଫାଟି ଦୋକାନରେ ଲାଗିଲା ନିଆଁ । ଗ୍ୟାସ ଟାଙ୍କି...
ଓଡିଶାରେଙ୍ଗାଲିରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଶୁଭାରମ୍ଭmahabharatanewsNovember 20, 2025 by mahabharatanewsNovember 20, 2025034 ରେଙ୍ଗାଲିରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଶୁଭାରମ୍ଭ l ସମ୍ବଲପୁର ଜିଲ୍ଲା ରେଙ୍ଗାଲି ମାର୍କେଟ ୟାର୍ଡ଼ ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଏକ ବଡ଼ ଧରଣର ମେଳା କରାଯାଇଛି...