ଭାରତ

ଆତଙ୍କବାଦୀଙ୍କ ଗୁଳିମାଡ଼ରେ ସେନା ଯବାନ ଆହତ

(ଜମ୍ମୁକାଶ୍ମୀର) : ଆତଙ୍କବାଦୀଙ୍କ ଗୁଳିରେ ସେନା ଆହତ । ପୁଞ୍ଚ୍‌ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଟପିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କ ସହିତ ଗୁଳି ବିନିମୟ କରି ଭାରତୀୟ ସେନାର ଜଣେ ଯବାନ ଆହତ ହୋଇଥିବାସୂଚନା ମିଳିଛି ।

ସୂଚନାନୁଯାୟୀ ,ରେଖା ନିକଟରେ ଥିବା ଉପତ୍ୟକାରେ ବହୁ ଅସ୍ତ୍ରଶସ୍ତ୍ର ଧରି ୩ଜଣ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରୁଥିବା ଦେଖି ସାମରିକ ଅଭିଯାନ ଆରମ୍ଭ ହୋଇଥିଲା। ଉଭୟଙ୍କ ଭିତରେ ଗୁଳିବିନିମୟ ହୋଇଥିଲା  ଆତଙ୍କବାଦୀମାନେ ଘନ ଜଙ୍ଗଲ ମଧ୍ୟକୁ ପଳାଇଯାଇଥିବା ବେଳେ  ସେମାନଙ୍କ ଗୁଳି ଚୋଟରେ ଜଣେ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଠାବ କରିବା ପାଇଁ ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ ଅଫ୍‌ କରାଯାଇ ତଲାସ ଅଭିଯାନ ଚାଲିଛି।

Related posts

ଦିଲ୍ଲୀ ପ୍ରଦୂଷଣକୁ ନେଇ ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ

mahabharatanews

ଜଷ୍ଟିସ ଏସ୍‌ ମୁରଲୀଧରଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା

mahabharatanews

 ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଫ୍ରାନ୍ସ ରାଷ୍ଟ୍ରପତି

mahabharatanews