ଓଡିଶା

ଲକ ଡାଉନ ଫଳରେ ମା ମଙ୍ଗଳା ପୀଠ ରେ ଝାମ ଯାତ୍ରା ଫିକା ପଡିଲା

(ଜୟନ୍ତ କୁମାର ସେଠୀ, ଗୋପ): ଆଜି ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା ବିଶ୍ବ ମହାମାରୀ କରୋନା ଭୁତାଣୁ ଫଳରେ କାକଟପୁର ମା’ ମଙ୍ଗଳା ମନ୍ଦିର ଖାଁ ଖାଁ ହୋଇ ପଡିଛି। କରୋନା ପାଇଁ ଲକ ଡାଉନ ଯୋଗୁଁ କାକଟପୁର ମଙ୍ଗଳା ପୀଠରେ ଶ୍ରଦ୍ଧାଳୁଙ୍କ ଶୁନ୍ୟ ହୋଇଯାଇଛି।

କୋଭିଡ୧୯ ଯୋଗୁଁ ସାରା ଦେଶରେ ଲକ ଡାଉନ ହେବା ଫଳରେ କାକଟପୁର ମା’ ମଙ୍ଗଳା ମନ୍ଦିରର ପ୍ରସିଦ୍ଧ ଝାମୁ ଯାତ୍ରାକୁ ମଧ୍ୟ ବନ୍ଦ କରାଯାଇଛି। ରୀତିନୀତି ଅନୁସାରେ କିଛି ପୂଜକ ନିୟୋଜିତ ହୋଇ ପ୍ରସାଶନିକ ଆଦେଶ ଅନୁସାରେ ମନ୍ଦିର ଭିତରେ ମା’ ଙ୍କ ଝାମୁ ଯାତ୍ରା ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଛି। ସମ୍ପୂର୍ଣ୍ଣ ରୂପେ ମନ୍ଦିର ବନ୍ଦ କରି ଶ୍ରଦ୍ଧାଳୁମାନେ ଏଠାକୁ ନ ଆସିବାକୁ ଏହି ଅଞ୍ଚଳକୁ ୧୪୪ ଧାରା କରାଯାଇଛି।

Related posts

ବାସନ ମାଜିବାକୁ ଯାଇ ନଦୀରେ ବୁଡିଗଲେ ମହିଳା

mahabharatanews

କୋଭିଡ-୧୯ ଗାଇଡଲାଇନ ଉଲ୍ଲଙ୍ଘନ: କୋଚିଂ ସେଣ୍ଟରରେ ତାଲା

mahabharatanews

ପ୍ରତାପ ଷଢଙ୍ଗୀଙ୍କ ବିପକ୍ଷରେ ଲଢିବେ ଲେଖାଶ୍ରୀ 

mahabharatanews