ଓଡିଶା

 ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା

(ମାଲକାନଗିରି) : ନିର୍ବାଚନ ପ୍ରଚାର ପାଇଁ ଏକ ସ୍ବତନ୍ତ୍ର ବିମାନ ଯୋଗେ ମାଲକାନଗିରିରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ପହଞ୍ଚିଛନ୍ତି।

ସୂଚନାନୁଯାୟୀ , ସେ ଏମପିଭି ୮୨ ରେ ନିର୍ବାଚନୀ ସଭାରେ ଯୋଗ ଦେବେ। ଚିତ୍ରକୋଣ୍ଡା ମାଥିଲିରେ ମଧ୍ୟ ନିର୍ବାଚନୀସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ମାଲକାନଗିରି ଗସ୍ତ ସାରି ସେ ଆସିକା ଯିବାର କାର୍ଯ୍ୟକ୍ରମ ରହିଛି। ସେ କାଲିମେଳା, ମାଥିଲି ଏବଂ ଖଲ୍ଲିକୋଟରେ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେପଟେ ଲଗାତାର ଦ୍ବିତୀୟ ଦିନ ଓଡ଼ିଶାରେ ପ୍ରଚାର କରିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ କୋରାପୁଟ, ଲକ୍ଷ୍ମୀପୁର ପଟାଙ୍ଗିରେ ଜନସଭାକୁ ସମ୍ବୋଧନ କରିବେ ବିଷ୍ଣୁଦେବ ସାଏ ସେପଟେ ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ଏକ ବିଶାଳ ରୋଡ଼ ସୋ କରିବାର କର୍ଯ୍ୟକ୍ରମ ରହିଛି  

Related posts

ଧଉଳି ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗଞ୍ଜାମରୁ ଉଠାଇ ଆଣିଲା କମିଶନରେଟ ପୋଲିସ

mahabharatanews

ନିଆରା ଢଙ୍ଗରେ ଗୁରୁପୂଜନ ଓ ବନ୍ଧୁମିଳନ ଉତ୍ସବ ପାଳନ  

mahabharatanews

ରଥ ଯାତ୍ରାରେ ଲାଗିଲା ରୋକ,ଜଗନ୍ନାଥ ମନ୍ଦିର ବେଢାରେ ପଟିଦିଅଁ ଙ୍କୁ କରାଯିବ ପରିକ୍ରମା

mahabharatanews