ଓଡିଶା

ଶନିବାର ଓ ରବିବାର ଛୁଟି ମଧ୍ୟ ବାତିଲ

(ଭୁବନେଶ୍ୱର) : ସାଧାରଣ ନିର୍ବାଚନ ୨୦୨୪କୁ ଆଖିରେ ରଖି ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସରକାରୀ ଛୁଟି ଦିବସକୁ ବାତିଲ କରାଯାଇଛି । ଖୋର୍ଦ୍ଧା ଏବଂ କଟକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏପରିକି ଶନିବାର ଓ ରବିବାର ଛୁଟି ମଧ୍ୟ ବାତିଲ କରାଯାଇଛି ।

ସୂଚନାନୁଯାୟୀ , ମେ ୧୧, ୧୨, ୧୯, ୨୩, ୨୫, ୨୬ ଏବଂ ଜୁନ୍ ୨ ତାରିଖରେ ଥିବା ଛୁଟି ଦିବସକୁ ବାତିଲ କରାଯାଇଛି । ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଅଫିସ୍ ଆସିବା ପାଇଁ କୁହାଯାଇଛି । ବିଜେପି ଉପରେ କେଜ୍ରିୱାଲଙ୍କ ଭବିଷ୍ୟବାଣୀ, କହିଲେ ୨୨୦ ରୁ ଅଧିକ ଆସନ ପାଇବ ନାହିଁ ବିଜେପି ଜିଲ୍ଲାପାଳଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ସମସ୍ତ ବିଡିଓ, ତହସିଲଦାର, ଡିଷ୍ଟ୍ରିକ୍ ଲେଭଲ୍ ଅଫିସର ଓ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଚିଠି କରାଯାଇଛି ।

Related posts

ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

mahabharatanews

କଂଗ୍ରେସ ରୁ ଇସ୍ତଫା ଦେଲେ ହାର୍ଦ୍ଦିକ ପଟେଲ

mahabharatanews

ଲକୁ ଡାଉନକୁ ଫୁ, ଚେଇଁ ସୋଇଛି କି ପ୍ରଶାସନ?

mahabharatanews