ଭାରତ

ମିରଟରେ ପାର୍ଥି ବଦଳାଇଲା ସମାଜବାଦୀ ପାର୍ଟି

(ମିରଟ) : ମିରଟ ସିଟର ପାର୍ଥି ବଦଳାଇଲା  ସମାଜବାଦୀ ପାର୍ଟି । ମିରଟ ସିଟ୍ ଉପରେ ରହିଛି। ଏଠାରୁ ବିଜେପିର ପ୍ରାର୍ଥୀ ଅରୁଣ ଗୋବିଲଙ୍କୁ କଡ୍ଡା ଟକ୍କର ଦେବା ପାଇଁ ସମାଜବାଦୀ ପାର୍ଟି ନିଜର ପ୍ରାର୍ଥୀ ବଦଳାଇଛି।

ସୂଚନାନୁଯାୟୀ , ସମାଜବାଦୀ ପାର୍ଟି ଏବେ ସରଧନାରୁ ବିଧାୟକ ଥିବା ଅତୁଲ ପ୍ରଧାନ (୪୧ବର୍ଷ)ଙ୍କୁ ମିରଟ ଆସନ ପାଇଁ ପ୍ରାର୍ଥୀ କରିଛି। ପୂର୍ବରୁ ଭାନୁ ପ୍ରତାପଙ୍କୁ ସମାଜବାଦୀ ପାର୍ଟି ମିରଟ ଆସନ ପାଇଁ ପ୍ରାର୍ଥୀ କରିଥିଲା। ବର୍ତ୍ତମାନ ପ୍ରାର୍ଥୀ ବଦଳାଇ ଅତୁଲ ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଛି। ସେ ବିରୋଧୀ ଦଳର ମହାଗଠବନ୍ଧନ ଇଣ୍ଡିଆ ବ୍ଲକର ବ୍ୟାନରରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହା ସହ ମିରଟ ଲୋକସଭା ଆସନ ପାଇଁ ବିଜେପିରୁ ଅରୁଣ ଗୋବିଲ ଏବଂ ବିଏସପିରୁ ଦେବବ୍ରତ ତ୍ୟାଗି ପ୍ରାର୍ଥୀ ହୋଇଛନ୍ତି।

Related posts

ଦେଶରେ ଉଦଘାଟନ୍ ହେଲା ନିଯୁକ୍ତି ମେଳା

mahabharatanews

୧ରେ ଉଦଘାଟିତ ହେବ ବିଶ୍ବର ପ୍ରଥମ ବୈଦିକ ଘଡ଼ି

mahabharatanews

ଆଦିତ୍ୟ-ଏଲ୍‌୧; ଆଜି ତିହାସ ରଚିବ ଭାରତ !

mahabharatanews