Author : mahabharatanews

17028 Posts - 0 Comments
ଓଡିଶା

କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews
(ମହାଭାରତ, ଭବାନୀପାଟଣା): ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ କର୍ମଚାରୀ ପଡିଛନ୍ତି । କଳାହାଣ୍ଡି ଜିଲ୍ଲାର ଜଣେ ସରକାରୀ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ...
ଓଡିଶା

ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

mahabharatanews
(ମହାଭାରତ, ନୂଆପଡା): ନୂଆପଡା ଜିଲ୍ଲା ବୋଡେନ ଥାନା ମାକରବିର୍ଲି ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ଉକ୍ତ ଡ୍ରାଇଭର ଜଣକ ବୋଡେନ ଥାନା ଅନ୍ତର୍ଗତ...
Uncategorized

ବିଦ୍ୟୁତ୍ ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ, ୬ ଜୀବନ୍ତ ଦଗ୍ଧ

mahabharatanews
ଗାଜିଆବାଦ: ସୋମବାର ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଘରେ ନିଆଁ ଲାଗି ଉତ୍ତର ପ୍ରଦେଶ, ଗାଜିଆବାଦର ଲୋନିଠାରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ବୃଦ୍ଧାଙ୍କ ସମେତ...
Uncategorized

ଚର୍ଚ୍ଚ ଭଙ୍ଗାରୁଜା ମାମଲାରେ ୩ ଗିରଫ

mahabharatanews
କୋଲକାତା: ସୋମବାର ଦିନ ପଶ୍ଚିମବଙ୍ଗର ପୂର୍ବ ମେଦିନପୁରର ଏକ ଚର୍ଚ୍ଚରେ ଭଙ୍ଗାରୁଜା କରିଥିବା ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ଶନିବାର ଦିନ ପୂର୍ବ ମେଦିନପୁରର ଭଗବାନପୁର ପୁଲିସ...
ଓଡିଶା

ନୌସେନା କର୍ମଚାରୀଙ୍କୁ ସୋସିଆଲ ମିଡିଆ ମନା

mahabharatanews
(ନୂଆଦିଲ୍ଲୀ): ନୌସେନା ଅଞ୍ଚଳ ମଧ୍ୟରେ ଭାରତୀୟ ନୌସେନା କର୍ମଚାରୀମାନେ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ ବୋଲି ଭାରତୀୟ ନୌସେନା ନିଷେଧାଦେଶ ଜାରି କରିଛି । ଫଳରେ କର୍ମଚାରୀମାନେ ଫେସବୁକ୍, ଇନଷ୍ଟାଗ୍ରାମ, ଟ୍ୱିଟର ଏବଂ...
Uncategorized

ଦିଲ୍ଲୀ ନିର୍ବାଚନ: ଜାନୁଆରୀ ପ୍ରଥମ ସପ୍ତାହରେ ଆପ କରିବ ପ୍ରାର୍ଥୀ ଘୋଷଣା

mahabharatanews
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ ଅ।ଦମୀ ପାର୍ଟି (ଅ।ପ) ଜାନୁଅ ।ରୀ ପ୍ରଥମ ସପ୍ତାହରେ ନିଜର ସମସ୍ତ ୭୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବୋଲି ଜଣା ପଡିଛି ।...
ଓଡିଶା

ନାଗରିକ ସଂଶୋଧନ ଅଧିନିୟମ ସମ୍ପର୍କିତ କର୍ମଶାଳା ।

mahabharatanews
ଗୋପ: ପୁରୀ ଜିଲ୍ଲା ସତ୍ୟବାଦୀ ବିଜେପି ମଣ୍ଡଳ ସ୍ତରୀୟ ନାଗରିକ ସଂଶୋଧନ ଅଧିନିୟମ ସମ୍ପର୍କରେ ଏକ କର୍ମଶାଳା ସାଣ୍ଢରା ଗ୍ରାମ ପଞ୍ଚାୟତର ନୀଳକଣ୍ଠେଶ୍ୱରଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଅଳଗୁମ ମଣ୍ଡଳ ସଭାପତି...
Uncategorized

ଏଲଓସିରେ ଆତଙ୍କବାଦୀଙ୍କ ବୋମା ବିସ୍ଫୋରଣ ବିଫଳ

mahabharatanews
(ଜାମ୍ମୁ): ଜାମ୍ମୁ କାଶ୍ମୀରର ରାଜୌରୀରେ ରବିବାର ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଆତଙ୍କବାଦୀଙ୍କ ଶକ୍ତିଶାଳୀ ବୋମା ବିସ୍ଫୋରଣକୁ ଭାରତୀୟ ଯବାନ ବିଫଳ କରିଦେଇଛନ୍ତି । ଏକ ଶକ୍ତିଶାଳୀ ବୋମା ଏଲଓସି ନିକଟରେ ରଖାଯାଇଥିବା ସମ୍ପର୍କରେ...
Uncategorized

ସିଏଏ ସମର୍ଥନରେ ମୋଦିଙ୍କ ଅଭିଯାନ ଆରମ୍ଭ

mahabharatanews
(ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ଆଇନକୁ ଦେଶବାସୀ ସମର୍ଥନ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଅଭିଯାନ ଆରମ୍ଭ ଆରମ୍ଭ କରିଛନ୍ତି । ଏହି ଅଭିଯାନକୁ ସେ ସୋସିଆଲ ମିଡିଆ ଟ୍ୱିଟର ଜରିଆରେ ଟ୍ୱିଟ୍...
Uncategorized

ରାସ୍ତା ଅବରୋଧ ପାଇଁ ହେଲିକପ୍ଟରରେ ଗଲେ ଆସାମ ଅର୍ଥମନ୍ତ୍ରୀ

mahabharatanews
(ଗୌହାଟୀ): ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରୁଥିବା ବିକ୍ଷୋଭକାରୀମାନେ ରବିବାର ଦିନ ଗୌହାଟୀ ଠାରେ ରାସ୍ତା ଅବରୋଧ କରିବାରୁ ଆସାମ ଅର୍ଥମନ୍ତ୍ରୀଙ୍କୁ ହେଲିକପ୍ଟରରେ ଯିବାକୁ ପଡିଛି । ସୂଚନା ଅନୁଯାୟୀ, ଆସାମ ଅର୍ଥମନ୍ତ୍ରୀ...