ଅଧ୍ୟାପିକା ରୁକ୍ମଣୀଙ୍କ ମୃତ୍ୟୁକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ
( ସତ୍ୟ ନାରାୟଣ ପାଲ/ମହାଭାରତ)ରାଇରଙ୍ଗପୁର: ରାଇରଙ୍ଗପୁର କଲେଜର ଆଧ୍ୟାପିକା ରୁକ୍ମିଣୀ ମଣ୍ଡଳଙ୍କ ଆତ୍ମହତ୍ୟା ଘଟଣାରେ ଆରମ୍ଭ ହେଇଛି ରାଜନୀତି। ଗତକାଲି ରାଜ୍ୟମହିଳା କମିଶନ ଅଧ୍ୟକ୍ଷା ମୃତା ଅଧ୍ୟାପିକାଙ୍କ ପରିବାରକୁ ଭେଟି ଆଲୋଚନା କରିବା ପରେ...
