ଓଡିଶାଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଖୋଲିବ ବିଜ୍ଞାନଭିତ୍ତିକ ଶିଶୁ ପାର୍କmahabharatanewsDecember 5, 2019 by mahabharatanewsDecember 5, 20190316 (ମମତା ସାମଲ)ମହାଭାରତ: ଭୁବନେଶ୍ବର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପରିସରରେ ଖୋଲିବ ବିଜ୍ଞାନଭିତ୍ତିକ ଶିଶୁ ପାର୍କ। ଏଥିପାଇଁ ଜୋରଦାର କାର୍ୟ୍ୟ ଆରମ୍ଭ ଚାଲିଛି। ଆସନ୍ତା କିଛି ଦିନ ଭିତରେ ଏହି ଶିଶୁ ପାର୍କଟି ଉଦ୍ଘାଟିତ ହେବ...
ଓଡିଶାଆଜିଠୁ ଅନଲାଇନରେ ଟିକେଟ ବିକ୍ରିmahabharatanewsDecember 5, 2019 by mahabharatanewsDecember 5, 20190384 j(ମମତା ସାମଲ)ମହାଭାରତ: ଡିସେମ୍ୱର ୨୨ରେ ବାରବାଟୀରେ ହେବ ଭାରତ ୱେଷ୍ଟଇଣ୍ଡିଜ ଦିନିକିଆ ମ।ଚ୍ । ଏହି ମ୍ୟାଚ ଆଗରୁ ଆଜି ଠାରୁ ଦର୍ଶକଙ୍କ ପାଇଁ ଆରମ୍ଭ ହେଉଛି ଅନଲାଇନ୍ ଟିକେଟ୍ ବିକ୍ରି । ଡବ୍ଲୁଡବ୍ଲୁଡବ୍ଲୁ...
ଓଡିଶାତିର୍ତ୍ତୋଲ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ପକ୍ଷରୁ ସଚେତନତା କାର୍ୟ୍ୟକ୍ରମmahabharatanewsDecember 5, 2019 by mahabharatanewsDecember 5, 20190336 (ଦିଲ୍ଲୀପ ସାହୁ/ମହାଭାରତ) ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମାସ୍ଥିତ ଶାରଳା ମହାବିଦ୍ୟାଳୟରେ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ତିର୍ତ୍ତୋଲ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ପକ୍ଷରୁ ଆକସ୍ମିକ ଦୁର୍ଘଟଣାରୁ...
ଓଡିଶାଓଏସ ସ୍ତରରେ ଅଦଳ ବଦଳmahabharatanewsDecember 5, 2019 by mahabharatanewsDecember 5, 20190329 (ହରପ୍ରସାଦ ବିଶୋଇ/ମହାଭାରତ )ଭୁବନେଶ୍ୱର: ବରିଷ୍ଠ ଓଏସ ସ୍ତରରେ ଅଦଳ ବଦଳ କରାଯାଇଛି । ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ୧୮ ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ବଦଳି କରାଯାଇଛି...
ଓଡିଶାଦେବୀ ନଦୀରୁ ନାଵାଳିକା ଛାତ୍ରୀଙ୍କ ମୃତ ଦେହ ଉଦ୍ଧାରmahabharatanewsDecember 5, 2019 by mahabharatanewsDecember 5, 20190328 (ଜୟନ୍ତ କୁମାର ସେଠୀ/ମହାଭାରତ)ଗୋପ: କାକଟପୁର ଦେବୀ ନଦୀ ବାଉରିଆକଣ ନିକଟରୁ ନଦୀରେ ଭାସୁଥିବା ସମୟରେ ନାଵାଳିକା ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର କଲା କାକଟପୁର ପୋଲିସ । ଅ।ଜି ସକାଳେ କିଛି ଲୋକେ ନଦୀରେ...
ଓଡିଶାଚତୁର୍ଥ ଦିବସରେ ବାଲୁକା ମାଧ୍ୟମରେ କ୍ରୀଡ଼ା ଓ ଗେମ୍ର ବାର୍ତ୍ତାmahabharatanewsDecember 5, 2019 by mahabharatanewsDecember 5, 20190405 (ଜୟନ୍ତ କୁମାର ସେଠୀ/ମହାଭାରତ)ଗୋପ: ଆନ୍ତର୍ଜାତିକ ବାଲୁକା କଳା ଉତ୍ସବର ଚତୁର୍ଥ ସଂଧ୍ୟାରେ କଳାକାର ମାନେ କ୍ରିଡା ଓ ବିଭିନ୍ନ ପ୍ରକାରର ଟାଡିସ୍ନାଲ ଗେମ୍ ସଂପର୍କରେ ବାଲୁକାରେ ସେମାନଙ୍କର କଳା କୁ ଜିବନ୍ତ ଭାବରେ ଦେଖାଇଛନ୍ତି...
ଓଡିଶାଶିଶୁରୋଗ ବିଶେଷଜ୍ଞ ନିଲମ୍ବିତmahabharatanewsDecember 5, 2019 by mahabharatanewsDecember 5, 20190454 (ମଧୂସୁଦନ ବହିଦାର) ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାର ଶିଶୁରୋଗ ବିଶେଷଜ୍ଞ ନିଲମ୍ବିତ । ନିଲମ୍ବିତ ଶିଶୁ ରୋଗ ବିଶେଷଜ୍ଞ ହେଲେ ଡ଼ାକ୍ତର ବିଜୁ ଅଗ୍ରୱାଲ। ଡ଼ାକ୍ତରଖାନାର ନିରାମୟ ଯୋଜନା ରେ...
ଅପରାଧଓଡିଶାସ୍ମାର୍ଟ ସିଟିରେ ଝୁଲନ୍ତା ମୃତ ଦେହ ଉଦ୍ଧାରmahabharatanewsDecember 5, 2019 by mahabharatanewsDecember 5, 20190350 (ଆଦର୍ଶ ରାଉତ/ମହାଭାରତ)ଭୁବନେଶ୍ୱର: ଆଜି ଭୁବନେଶ୍ଵର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀର ଏମଆଇଜି-୫୧ ଭଡାଘର ଭିତରୁ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ନା ଆର. ରଞ୍ଜିତା ରାଓ ବୋଲି ଜଣା...
ଓଡିଶାକେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାରmahabharatanewsDecember 5, 2019 by mahabharatanewsDecember 5, 20190440 (ମହାଭାରତ, ସୁନ୍ଦରଗଡ): ସୁନ୍ଦରଗଡ ଜିଲ୍ଲା କ. ବଲାଙ୍ଗ ଥାନା ଅନ୍ତର୍ଗତ ବିମଳାଗଡ ନିକଟରେ ଥିବା କୁରାଢି କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ସାନ ଫକିର ମୁଣ୍ଡାର ବାସିନ୍ଦା...
ଓଡିଶାଅଧ୍ୟାପକଙ୍କୁ ଛାଡିବା ଦାବିରେ ଛାତ୍ରଛାତ୍ରୀଙ୍କ ଥାନା ଘେରାଉmahabharatanewsDecember 5, 2019 by mahabharatanewsDecember 5, 20190311 (ମହାଭାରତ, ରାଇରଙ୍ଗପୁର): ରାଇରଙ୍ଗପୁର ସହରରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି । ଜନୈକ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଅଧ୍ୟାପକଙ୍କୁ ପୋଲିସ ଗିରଫ କରିଛି । ତେବେ ଏହାକୁ ନେଇ ଛାତ୍ରଛାତ୍ରୀମାନେ ଥାନା...