ଓଡିଶାଜିଲ୍ଲାପାଳ ଅଫିସ ଘେରିଲେ ଚାଷୀmahabharatanewsDecember 6, 2019 by mahabharatanewsDecember 6, 20190438 (ଚିତ୍ତରଞ୍ଜନ ସାହୁ/ମହାଭାରତ) ବରଗଡ: ବରଗଡ ଜିଲ୍ଲାର ଭେଡେନ ରେଶମ ର ଚାଷୀ ମାନେ ଗାନ୍ଧିଛକ ରୁ ବାହାରି ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ରେ ପ୍ରଥମେ ଫୁଲମାଳ ଦେଇଥିଲେ । ପରେ ବିଭିନ୍ନ ନାରା...
ଓଡିଶାଡଃ ଆମ୍ବେଦକରଙ୍କ ପରିନିର୍ବାଣ ଦିବସ ପାଳିତmahabharatanewsDecember 6, 2019 by mahabharatanewsDecember 6, 20190603 (ସତ୍ୟ ନାରାୟଣ ପାଲ/ମହାଭାରତ )ରାଇରଙ୍ଗପୁର: ଅଖିଳ ଭାରତୀୟ ଅନୁସୂଚିତ ଜାତି,ଜନଜାତି,ପଛୁଆବର୍ଗ ଓ ସଂଖ୍ୟାଲଘୁ କର୍ମଚାରୀ କଲ୍ୟାଣ ମହାସଂଘ ସେୱସ୍ତମ୍ଭ ମୟୂରଭଞ୍ଜ ଜିଲ୍ଲା ଶାଖା ରାଇରଙ୍ଗପୁର ତରଫରୁ ଡଃ.ଆମ୍ବେଦକରଙ୍କର ପରିନିର୍ବାଣ ଦିବସ ପାଳିତ ହୋଇଯାଇଛି ।...
ଓଡିଶାଲକ୍ଷ୍ମୀମନ୍ଦିରରେ ଭକ୍ତଙ୍କ ଭିଡ଼mahabharatanewsDecember 6, 2019 by mahabharatanewsDecember 6, 20190369 (ଚିତ୍ତରଞ୍ଜନ ସାହୁ/ମହାଭାରତ) ବରଗଡ: ବରଗଡ ଜିଲ୍ଲା ବରପାଲି ଶାନ୍ତି ଲକ୍ଷ୍ମୀ ମନ୍ଦିର ଠାରେ ମାର୍ଗସିର ମାସ ପଞ୍ଚମ ଗୁରୁବାର ଦିନ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ଏହି ଦିନ ମାଁ ଙ୍କ ଦର୍ଶନ...
ଅପରାଧଓଡିଶାହାଇଦ୍ରାବାଦ ଏନକାଉଣ୍ଟର ହିରୋmahabharatanewsDecember 6, 2019 by mahabharatanewsDecember 6, 20190379 (ମହାଭାରତ/ ମଧୁସ୍କିତା ତ୍ରିପାଠୀ): ହାଇଦ୍ରାବାଦ ମହିଳା ଡାକ୍ତର ଗଣବଳାତ୍କାର ଏବଂ ହତ୍ୟା ମାମଲାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଆଜି ସକାଳେ ପୋଲିସ ଏନକାଉଣ୍ଟର କରିଛି । ପୋଲିସ ସୂଚନା ଅନୁସାରେ ଅଭିଯୁକ୍ତମାନଙ୍କୁ ଚେତନାପାଲ୍ଲୀ ପୋଲ ତଳେ...
ଓଡିଶାଦୁଷ୍କର୍ମକୁ ନେଇ ଅନେକ ଦେଶରେ କଠୋର ଆଇନ ପ୍ରଣୟନ ହୋଇଛି: ପ୍ରତାପ ଜେନାmahabharatanewsDecember 6, 2019 by mahabharatanewsDecember 6, 20190360 (ହରପ୍ରସାଦ ବିଶୋଇ)ଭୁବନେଶ୍ୱର: ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାରେ ଆଜି ବଢ ପଦକ୍ଷେପ ନେଇଛି ତେଲେଙ୍ଗାନା ପୋଲିସ । ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ପୋଡି ଦେଇଥିବା ୪ ଅପରାଧୀଙ୍କୁ ଆଜି ପୋଲିସ ଏନକାଉଣ୍ଟର କରିଛି। ଏହି...
ଅପରାଧଗିରଫ ହେଲା ଅନ୍ତଃସତ୍ତ୍ୱା ଛାତ୍ରୀଙ୍କ ଅଭିଯୁକ୍ତmahabharatanewsDecember 6, 2019 by mahabharatanewsDecember 6, 20190318 (ପ୍ରିୟଦର୍ଶନୀ ସ୍ୱାଈଁ/ମହାଭାରତ): ଗୋଟିଏ ପଟେ ହାଇଦ୍ରାବାଦର ୪ଦୁଷ୍କମକାରୀଙ୍କୁ ଏନକାଉଣ୍ଟର ଘଟଣା ଦେଶରେ ଚାଞ୍ଚଲ୍ୟ ସୃ୍ଷ୍ଟି କରିଛି । ରାଜ୍ୟରେ ଏହାକୁ ନେଇ ରାଜ୍ୟବାସୀ ଉତ୍ସାହିତ ଅଛନ୍ତି । କିନ୍ତୁ ଏହାରି ଭିତରେ ରାଜ୍ୟରେ ଆସିଛି...
ଅପରାଧଓଡିଶାଫାଶୀରେ ଝୁଲିବେ ନିର୍ଭୟା ବଳାତ୍କାରୀ ?mahabharatanewsDecember 6, 2019 by mahabharatanewsDecember 6, 20190510 (ମମତା ସାମଲ)ମହ।।ରତ: ହଇଦ୍ରାବାଦର ଗଣବଳାତ୍କାର ଓ ହତ୍ୟା ଘଟଣାର ଅଭିଯୁକ୍ତକାରୀଙ୍କୁ ଏନକାଉଣ୍ଟର କରିବା ପରେ ଏବେ ପୁଣି ଏକ ବଡ ଖବର ସାମ୍ନାକୁ ଆସିଛି. ନିର୍ଭୟା ଗଣଦୁଷ୍କର୍ମର ଅଭିଯୁକ୍ତକାରୀଙ୍କୁ ମିଳିବ ଫାଶୀ. ନିର୍ଭୟା କାଣ୍ଡରେ...
ଓଡିଶାଶ୍ରମିକଙ୍କ ସାମାଜିକ ସୁରକ୍ଷା ପାଇଁ କଲ୍ୟାଣ ବୋର୍ଡ଼ ଗଠନmahabharatanewsDecember 6, 2019 by mahabharatanewsDecember 6, 20190605 (ମହାଭାରତ)ଭୁବନେଶ୍ୱର: ପେନସନ ସପ୍ତାହ ଉପଲକ୍ଷେ ରାଜ୍ୟସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମାନ୍ୟବର ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗ ଦେଇ ଶ୍ରମିକ ମାନଙ୍କର ସାମାଜିକ ସୁରକ୍ଷାକୁ ସୃଦୃଢ ଓ...
ଓଡିଶାବାଲୁକାକଳାରେ ହାଣ୍ଡିଶାଳର ପିଆଜ ସ୍ଥିତିକୁ ଦର୍ଶାଇଲେ ସୁଦର୍ଶନmahabharatanewsDecember 6, 2019 by mahabharatanewsDecember 6, 20190475 (ମମତା ସାମଲ/ମହାଭାରତ): ପିଆଜଦର ଏବେ ଆକାଶଛୁଆଁ ହୋଇଥିବା ବେଳେ ହାଣ୍ଡିଶାଳରୁ ଆରମ୍ଭ କରି ହୋଟେଲ ପର୍ୟ୍ୟନ୍ତ ପିଆଜ ଉଭାନ ହୋଇଯାଇଛି। ଏବେ ଖୁଚୁରା ବଜାରରେ କେଜି ପିଛା ପିଆଜ ୧୪୦ ଟଙ୍କାରେ ବିକ୍ରି ହେଉଛି।...
ଓଡିଶାରାଜଧାନୀରେ ଉଚ୍ଛେଦ ପ୍ରକିୟା ଆରମ୍ଭmahabharatanewsDecember 6, 2019 by mahabharatanewsDecember 6, 20190383 (ପ୍ରିୟଦର୍ଶନୀ ସ୍ୱାଇଁ/ମହାଭାରତ) ଭୁବନେଶ୍ୱର: ଭୁବନେଶ୍ୱରକୁ ଏକାମ୍ର କ୍ଷେତ୍ରର ମାନ୍ୟତା ଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତ କରିଛନ୍ତି ବ୍ଲୁ ପ୍ରିଣ୍ଟ । ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା ହୋଈନି...