ଓଡିଶାଦେଶ ବିଦେଶରାଜନୀତିଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନmahabharatanewsFebruary 18, 2026 by mahabharatanewsFebruary 18, 2026011 ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ । ନିର୍ବାଚନ ନେଇ ପ୍ରେସ୍ନୋଟ୍ ଜାରି କଲେ ECI । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ ବୋଲି ପ୍ରେସନୋଟ୍ ଜାରି କରି...
ଓଡିଶାଗ୍ରାମାଞ୍ଚଳ ପରିବାରର ଖାଦ୍ୟ ଓ ଅଣ ଖାଦ୍ୟ ପାଇଁ ମାସିକ ଖର୍ଚ୍ଚ 1742 ଓ 1767mahabharatanewsFebruary 18, 2026 by mahabharatanewsFebruary 18, 202609 ଓଡ଼ିଶାରେ ଗ୍ରାମାଞ୍ଚଳ ପରିବାରର ଖାଦ୍ୟ ଓ ଅଣଖାଦ୍ୟ ପାଇଁ ମାସିକ ଖର୍ଚ୍ଚ 1742 ଓ 1767 ଟଙ୍କା. National statistical office ପକ୍ଷରୁ ପ୍ରକାଶିତ ରିପୋର୍ଟ survey on house hold consumption expenditure...
ଓଡିଶାବିଦ୍ୟା ପବ୍ଲିକ୍ ସ୍କୁଲର ୧୨ତମ ବାର୍ଷିକ ଉତ୍ସବ ପାଳନmahabharatanewsFebruary 18, 2026February 18, 2026 by mahabharatanewsFebruary 18, 2026February 18, 2026011 ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ କଞ୍ଚୁରୁ ଠାରେ ଅବସ୍ଥିତ ବିଦ୍ୟା ପବ୍ଲିକ ସ୍କୁଲ ର ୧୨ ତମ ବାର୍ଷିକ ଉତ୍ସବ ପାଳନ ସ୍କୁଲ୍ ର ସଭାପତି ବାଇ ରାମଚନ୍ଦ୍ର ଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ...
bharatବିଶ୍ୱଭାରତରାଜନୀତିକଂଗ୍ରେସ ସରକାର ଆମକୁ ଆମଦାନୀ ଉପରେ ନିର୍ଭଳଶୀଳ କରାଇ ପାପ କରିଛି ।mahabharatanewsFebruary 17, 2026 by mahabharatanewsFebruary 17, 2026022 କଂଗ୍ରେସ ଉପରେ ବର୍ଷଛନ୍ତି ଶିବରାଜ ସିଂହ ଚୌହାନ ଆଉ କହିଛନ୍ତି କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ୍ସରେ ସକ୍ରିୟ ରହୁଛନ୍ତି । ଏକ୍ସ ପୋଷ୍ଟ ମାଧ୍ୟମରେ ସେ...
ଓଡିଶାଶ୍ରୀମନ୍ଦିର ନିଳଚକ୍ର ଦର୍ଶନରୁ ବଞ୍ଚିତ ହୋଇଥିଲେ ଭକ୍ତmahabharatanewsFebruary 17, 2026 by mahabharatanewsFebruary 17, 202607 ଆଜି ଭୋର ସମୟରୁ ପୁର୍ବାହ୍ନ ପ୍ରାୟ ୧୦ଟା ପର୍ଯ୍ୟନ୍ତ ପୁରୀ ସହରକୁ ଘନକୁହୁଡି ଢ଼ାଙ୍କି ରଖିଥିଲା। ଫଳରେ ଶ୍ରୀମନ୍ଦିର ନିଳଚକ୍ର ଦର୍ଶନରୁ ବଞ୍ଚିତ ହୋଇଥିଲେ ଭକ୍ତ ଓ ଦର୍ଶନାର୍ଥି। ଶ୍ରୀମନ୍ଦିର ଘନ କୁହୁଡି ଯୋଗୁଁ...
ଦେଶ ବିଦେଶମନୋରଞ୍ଜନସଲିମ ଖାନ ହସ୍ପିଟାଲରେ ଭର୍ତ୍ତି: ସଲମାନଙ୍କ ବାପା ସଲିମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଲୀଳାବତୀ ହସ୍ପିଟାଲରେ ଭର୍ତ୍ତିmahabharatanewsFebruary 17, 2026 by mahabharatanewsFebruary 17, 202609 ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଲେଖକ ଏବଂ ସଲମାନ ଖାନଙ୍କ ପିତା ସଲିମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଛି। ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିନେତାଙ୍କ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ...
ଦୁର୍ଘଟଣାଦେଶ ବିଦେଶଚଢାଉ ସାରି ଫେରୁଥିବା ଗଛକୁ ଧକ୍କା ଦେଲା ପୋଲିସ ଗାଡ଼ି, ସବଇନ୍ସପେକ୍ଟରଙ୍କ ମୃତ୍ୟୁ, ୫ ପୋଲିସ ଆହତmahabharatanewsFebruary 17, 2026 by mahabharatanewsFebruary 17, 2026011 ବୁଧବାର ସକାଳେ ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପଡ଼ୋଶୀ କୁଶିନଗର ଜିଲ୍ଲାରେ ଚଢାଉ କରି ଫେରୁଥିବା ଏକ ଗଛ ସହିତ ଧକ୍କା ଖାଇଛି। ଘନ କୁହୁଡ଼ି ମଧ୍ୟରେ ଘଟିଥିବା ଏହି...
ଓଡିଶାରାଜନୀତିବିଜେଡିରୁ ନିଲମ୍ବନ ପରେ ବଦଳିଲା ଦୁଇ ବିଧାୟକଙ୍କ ବିଧାନସଭାରେ ବସିବା ସିଟmahabharatanewsFebruary 17, 2026 by mahabharatanewsFebruary 17, 2026010 ଦଳରୁ ନିଲମ୍ବନ ପରେ ବଦଳିଲା ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡଙ୍କ ବିଧାନସଭା ବସିବା ସିଟ । ଅରବିନ୍ଦ ମହାପାତ୍ରଙ୍କ ସିଟ ଆଗରୁ G19 ଥିବା ବେଳେ ଏବେ ହୋଇଛି F19 । ସେହି...
ଓଡିଶାରାଜ୍ୟରେ ଜବତ ହେଲାଣି କୋଟି କୋଟି ଟଙ୍କାର ମଦmahabharatanewsFebruary 17, 2026February 17, 2026 by mahabharatanewsFebruary 17, 2026February 17, 202608 ରାଜ୍ୟରେ ଜବତ ହେଲାଣି କୋଟି କୋଟି ଟଙ୍କାର ମଦ । ୮୨ କୋଟି ୪୮ ଲକ୍ଷ୍ୟ ଟଙ୍କାର ନକଲି ମଦ ଜବତ ହୋଇଥିବା ନେଇ ବିଧାନସଭା ଗୃହରେ ରାଜ୍ୟପାଳ ତାଙ୍କ ଅଭିଭାଷଣରେ ସୂଚନା ଦେଇଛନ୍ତି...
ଓଡିଶାପର୍ବ ପର୍ବାଣିବିଶ୍ଵଶାନ୍ତି ମହାଯଜ୍ଞ ସ୍ଥଳରେ ପହଞ୍ଚିଲେ ଉଗ ଙ୍କ ଧର୍ମପତ୍ନୀmahabharatanewsFebruary 17, 2026February 17, 2026 by mahabharatanewsFebruary 17, 2026February 17, 2026012 ବିଶ୍ଵଶାନ୍ତି ମହାଯଜ୍ଞ ସ୍ଥଳରେ ପହଞ୍ଚିଲେ CM ଙ୍କ ଧର୍ମପତ୍ନୀ , ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁରରେ ଆଜି ଠାରୁ ଆରମ୍ଭ ହୋଇଛି ଭବ୍ୟ ବିଶ୍ୱଶାନ୍ତି ମହାଯଜ୍ଞ। ଯେଉଁଠାରେ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହଜାର...