ଓଡିଶାଖେଳ

ତୁଳସୀ ସଂସ୍କୃତ ମହାବିଦ୍ୟାଳୟରେ ବିଶ୍ବକପ୍ ହକି ନିମନ୍ତେ ସଚେତନତା ରାଲି

କେନ୍ଦ୍ରାପଡ଼ା : ଆଗାମୀ ହକି ବିଶ୍ଵକପ ଓଡ଼ିଶା ସରକାରଙ୍କ ପୃଷ୍ଟ ପୋଶକନରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଓ ରାଉଲକେଲାର ବିର୍ସା ମୁଣ୍ଡା ହକି ଷ୍ଟଡିୟମରେ ଅନୁଷ୍ଠିତ ହେବ । ଅବ୍ୟହିତ ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା କୁହୁଡ଼ି ପଞ୍ଚାୟତ ନାରେନ୍ଦ୍ରପୁରର ତୁଳସୀ ସଂସ୍କୃତ ମହାବିଦ୍ୟାଳୟ ତରଫରୁ ସମସ୍ତ ଛାତ୍ର ଛାତ୍ରୀ ଏକ ବିଶାଳ ରାଲିରେ ନରେନ୍ଦ୍ରପୁର ଗ୍ରାମଠାରୁ କୁରୁତୁଙ୍ଗା ମେଡିକାଲ ପର୍ୟ୍ୟନ୍ତ ପରିକ୍ରମା କରି ହକି ଖେଳ ଉପରେ ବିଭିନ୍ନ ସ୍ଳୋଗାନ ମାନ ଦେଇ ସଚେତନ ତା ସୃଷ୍ଟି କରିଥିଲେ । ଉକ୍ତ ରାଲିରେ କଲେଜ୍ ଅଧ୍ୟକ୍ଷ ସୁକାନ୍ତ କୁମାର ଦାସ,ଅଧ୍ୟାପକ କିଶୋର ଚନ୍ଦ୍ର ଜେନ,ସୌଭାଗ୍ୟ ଚନ୍ଦ୍ର ତ୍ରିପାଠ,ପ୍ରକାଶ ଚନ୍ଦ୍ର ଆଚାର୍ୟ୍ୟ,ହେମନ୍ତ କୁମାର ପତି,ନିରଞ୍ଜନ ଦା, ଅଧ୍ୟାପିକା ସୋଭା ରାଣୀ ଦାଶ, ବବିତା ରାଣୀ ନାୟ, ଜନୀଗନ୍ଧା ମିଶ୍ର,ଗଗନ ବିହାରୀ ଦାସ,ଗଗନ ବିହାରୀ ପରିଡା,ପ୍ରମୋଦ ନାୟକ, ପ୍ରମୁଖ ଯୋଗଦାନ କରି ଏହି କାର୍ୟ୍ୟକ୍ରମକୁ ସଫଳ କରାଇଥିଲେ ।

Related posts

ଆଜି ଭୁବନେଶ୍ୱରରୁ ୧୦୫ କରୋନା ପଜିଟିଭ୍ ଚିହ୍ନଟ

mahabharatanews

ସମ୍ବଲପୁର ଓ ବଲାଙ୍ଗୀରରେ ପ୍ରତିଷ୍ଠା ହେବା ୨ ନୂଆ ଆଇଟିଆଇ

mahabharatanews

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍

mahabharatanews