Uncategorized

ଅଧିକ ଫେସିଅ।ଲ୍ କରୁଛନ୍ତି କି? ରୁହନ୍ତୁ ସାବଧାନ !

(ମହାଭାରତ): ମୁହଁକୁ ସୁନ୍ଦର ଓ ଉଜ୍ଜ୍ୱଳ କରିବା ପାଇଁ ମହିଳାମାନେ ପାର୍ଲରରେ ଫେସିଅ।ଲ୍ କରିଥା’ନ୍ତି । ଫେସିଅ।ଲ୍ କଲେ ମୁହଁର ଗ୍ଲୋ ବିଥାଏ । କିନ୍ତୁ କ’ଣ ଅପଣ ଜାଣିଛନ୍ତି କି, ଅଧିକ ଫେସିଅ।ଲ୍ କଲେ ଅ।ପଣଙ୍କ ତ୍ୱଚା ଖରାପ ହୋଇପାରେ । ତା’ହେଲେ ଅ।ସନ୍ତୁ ଜାଣିବା ଅ।ବଶ୍ୟକତାଠାରୁ ଅଧିକ ଫେସିଅ।ଲ୍ କଲେ ତ୍ୱଚାକୁ କେଉଁସବୁ କ୍ଷତି ପହଞ୍ଚିଥାଏ ।

୧. ଫେସିଅ।ଲ୍ ସମୟରେ ଅନେକ ପ୍ରକାରର କେମିକାଲ୍ ଥିବା କ୍ରୀମ୍ ବ୍ୟବହାର କରାଯାଇଥାଏୟ ଏହି କ୍ରୀମ୍ ସମସ୍ତଙ୍କ ମୁହଁକୁ ସୁଟ୍ କରି ନଥାଏ । ଏଥିପାଇଁ ମୁହଁ କୁଣ୍ଡାଇ ହେବା ପରି ସମସ୍ୟା ସୃଷ୍ଟି ହୋଇଥାଏ ।
୨. ଫେସିଅ।ଲ୍ ସମୟରେ ମୁହଁକୁ ସ୍କ୍ରବ୍ ଦ୍ୱାରା ମସାଜ୍ କରାଯାଇଥାଏୟ ଭୁଲ୍ ମସାଜ୍ ଯୋଗୁଁ ମୁହଁ ଲାଲ୍ ମଧ୍ୟ ପଡ଼ିଥାଏ । ଏଥିରୁ ସ୍କିନ୍ ଇନଫେକସନ୍ ହେବାର ଅ।ଶଙ୍କା ରହିଥାଏ ।
୩. ଫେସିଅ।ଲ୍ ପରେ ମୁହଁରେ ଥିବା ରୋମ ଛିଦ୍ର ଖୋଲି ଯାଇଥାଏ । ଏପରିକି ତେଲିଅ। ତ୍ୱଚା ଥିବା ମହିଳାଙ୍କର ଫେସିଅ।ଲ୍ ପରେ ବ୍ରଣ ହେବା ଏକ ସାଧାରଣ କଥା । ତେଣୁ ତେଲିଅ । ତ୍ୱଚା ଥିବା ମହିଳା ଫେସିଅ।ଲ୍ କମ୍ କରନ୍ତୁ । ଯଦି ପାରୁଛନ୍ତି ଘରୋଇ ଉପ•ର ମାଧ୍ୟମରେ ତ୍ୱ•ର ଯତ୍ନ ନିଅନ୍ତୁ ।
୪. ସେହିପରି ଫେସିଅ।ଲ୍ ସମୟରେ ମୁହଁରେ ବ୍ୟବହୃତ ହେଉଥିବା ପ୍ରଡକ୍ଟ ଯୋଗୁଁ ଅ।ଲର୍ଜିର ଅ।ଶଙ୍କା ମଧ୍ୟ ବିଥାଏ । ଅଧିକ ଫେସିଅ।ଲ୍ , କଲେ ଅ।ପଣଙ୍କ ତ୍ୱ• ଶୁଷ୍କ ହୋଇଥାଏ । ସେଥିପାଇଁ ଫେସିଅ।ଲ୍ କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରି ନିୟମିତ ବ୍ୟବଧାନରେ ଫେସିଅ।ଲ୍ କରନ୍ତୁ ।

Related posts

ଆସନ୍ତାକାଲି ରିଲିଜ ହେବ ସନ୍ନିଙ୍କ ଅଭିନୀତ ‘ଗଦର-୨’ 

mahabharatanews

ଏଲଜିଙ୍କ ନିର୍ଦ୍ଦେଶ ପାଳନ କରାଯିବ: କେଜରିୱାଲ

mahabharatanews

ଦେଶରେ ବିକଟ ହେଉଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୩୫୬୧ ଆକ୍ରାନ୍ତ, ୮୯ ମୃତ୍ୟୁ

mahabharatanews