ଓଡିଶା

ବିଏମସି ପକ୍ଷରୁ ଭିକାରୀ ଥଇଥାନ କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର: ଭିକାରୀ ମୁକ୍ତ ରାଜଧାନୀ ଭୁବନେଶ୍ୱର ଅଭିଯାନରେ ଶୁକ୍ରବାର ସକାଳୁ ରାଜଧାନୀ ଭୁବନେଶ୍ୱରରେ ଥିବା ଭିକାରୀଙ୍କ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । କମିଶନରେଟ ପୁଲିସ, ଓପିୟୁଏସ, ବିକାଶ ଓ ଭିଜେଏସଏସ ପରି ସେବା ଯୋଗାଣକାରୀ ଏନଜିଓ ସହାୟତାରେ ବିଏମସି ପକ୍ଷରୁ ଏହି ଭିକାରୀ ଉଚ୍ଛେଦ କାର୍ଯ୍ୟ ଶୁକ୍ରବାର ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି । ଆଜି ୟୁନିଟ୧, ୟୁନିଟ୨ ଓ ଲିଙ୍ଗରାଜ ମନ୍ଦିର ଅଞ୍ଚଳ ପରି ବିଭିନ୍ନ ସ୍ଥାନରେ ବସୁଥିବା ଭିକାରୀଙ୍କୁ ସେଠାରୁ ଉଚ୍ଛେଦ କରି ଥଇଥାନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଉଛି । ରାଜ୍ୟ ସରକାରଙ୍କ ସହଯୋଗରେ ଏହି ପଦକ୍ଷେପ ନିଆଯାଇଛି।

Related posts

ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ନୂଆ କୋର୍ଟ : ଆଇନ ମନ୍ତ୍ରୀ

mahabharatanews

ଜ୍ୱାଇଁର ଛୁରା ମାଡରେ ଶାଶୁ ମୃତ

mahabharatanews

78ତମ ଏନ.ସି.ସି ଦିବସ ପାଳନ

mahabharatanews