ଓଡିଶା

ଆଜିଠୁ ସିଧାସଳଖ ଉଡ଼ିବ ଭୁବନେଶ୍ୱର-ଦୁବାଇ ବିମାନ 

(ଭୁବନେଶ୍ୱର) : ଆଜିଠୁ ଆରମ୍ଭ ହେବ ଭୁବନେଶ୍ୱର-ଦୁବାଇ ମଧ୍ୟରେ  ବିମାନ ସେବା । ତେବେ ଏହାର ଟିକେଟ୍ ମୂଲ୍ୟ ୧୦ ହଜାର ଏବଂ ଯିବା ଆସିବା ପାଇଁ ଟିକଟର ମୂଲ୍ୟ ୨୦ ହଜାର ରଖାଯାଇଛି । ସପ୍ତାହରେ ୩ ଦିନ ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ସେବା ଚାଲିବ ।

ସୂଚନାନୁଯାୟୀ , ଦୁବାଇକୁ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ଉଡାଣ ଫଳରେ ପର୍ଯ୍ୟଟନ କ୍ଷେତ୍ର ସମୃଦ୍ଧି ସହ ନିଯୁକ୍ତି କ୍ଷେତ୍ରରେ ସହାୟକ ହେବା ନେଇ ଆଶା କରାଯାଉଛି । ଆଇଟି ଓ ମାନୁଫକଚରିଂ ଭଳି କ୍ଷେତ୍ରରେ ମଧ୍ୟ ଅଧିକ ଲାଭବାନ ହେବା ସହିତ ଓଡ଼ିଶା ଆଇ ନୂତନ ସମ୍ଭାବନା ଆଣିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

 

Related posts

କୃଷି ଋଣ ଠକେଇ: ୫୦ରୁ ଉର୍ଦ୍ଧ୍ୱ ଅ।ଦିବାସୀ ରାଇରଙ୍ଗପୁର ଟାଉନଥାନା ଦ୍ୱାରସ୍ଥ

mahabharatanews

ଜେଲରଙ୍କ ଅଭିଯୋଗ ପ୍ରତ୍ୟାହାର ପାଇଁ ଚାପ! ଚୌଦ୍ୱାର ଜେଲ୍ ପ୍ରଶାସନକୁ ନେଇ ବଢ଼ିଲା ପ୍ରଶ୍ନ

mahabharatanews

ନନ୍ଦିଘୋଷ ରଥ ଟଣା ଆରମ୍ଭ 

mahabharatanews