ଓଡିଶା

ଯାଜପୁର ୟୁଟ୍ୟୁବର୍ ଦମ୍ପତିଙ୍କ ସମ୍ପତ୍ତି ଯାଞ୍ଚ କରିବ ଇଡି

(ଯାଜପୁର) : ଯାଜପୁର ଜିଲାର ୟୁଟ୍ୟୁବର୍ ଦମ୍ପତି- ବଦ୍ରି ଏବଂ ମୋନାଲିସା ଭଦ୍ରାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ୨୦୦୨ ଉଲଂଘନ କରି ସୋସିଆଲ ମିଡିଆରେ ବନ୍ୟଜନ୍ତୁ ପ୍ରାଣୀ ଭିଡିଓ ପୋଷ୍ଟ କରିଥିବା ଅଭିଯୋଗରେ କିଛି ୟୁଟ୍ୟୁବର୍ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।

ସୂଚନାନୁଯାୟୀ , ଯାହାକି ସଂରକ୍ଷିତ ପ୍ରଜାତିର ମାଙ୍କଡ଼ଙ୍କ ଭିଡିଓ କରି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହାର ଭିଡିଓ ସେୟାର କରିଥିଲା। ସେହିଭଳି ମାର୍ଚ୍ଚରେ ଅନୁସୂଚିତ ବନ୍ୟଜନ୍ତୁ ପ୍ରାଣୀ ଶିକାର ପାଇଁ ଜଣେ ମିର୍ଜା ମହମ୍ମଦ ଆରିଫଙ୍କୁ ଗିରଫ କରାଯାଇଥିଲା ଯାହା ବନ୍ୟଜନ୍ତୁ ସୁରକ୍ଷା ଆଇନ, ୧୯୭୨ ର ଧାରା ୯, ୩୯ ର ଉଲ୍ଲଂଘନ ଥିଲା। ଏହି ମାମଲାରେ ଆଇଏଫଏସ୍ ଅଧିକାରୀ ତଥା ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି ଯେ ଉଭୟ ମାମଲାରେ ୟୁଟ୍ୟୁବର୍ସରେ ଲକ୍ଷ ଲକ୍ଷ ଅନୁସରଣକାରୀ ଅଛନ୍ତି। ସନ୍ଦେହ କରାଯାଉଛି ଯେ ସେମାନେ ବହୁ ଅର୍ଥ ହାସଲ କରିଛନ୍ତି ।

Related posts

ଆସନ୍ତା ୧୩ ତାରିଖ ଠାରୁ ଶନିବାର ଓ ରବିବାର ଦିନ ବିନା ବିରତିରେ ଖୋଲା ରହିବ ବିଡିଏ ଅଧୀନ ସମସ୍ତ ପାର୍କ

mahabharatanews

ବନ୍ଦ ରହିବ ନବଯୌବନ ଦର୍ଶର୍ନ, ପରିଚାଳନା କମିଟି ବୈଠକରେ ନିଷ୍ପତି

mahabharatanews

ଆଜିଠୁ ସିଧାସଳଖ ଉଡ଼ିବ ଭୁବନେଶ୍ୱର-ଦୁବାଇ ବିମାନ 

mahabharatanews