ଓଡିଶାରାଜନୀତି

ଲୋକସଭାରେ ଶୁଭିବନି ବିଜେଡି ସ୍ୱର

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭାରେ ଶୁଭିବନି ବିଜେଡି ସ୍ୱର । ସଂସଦରେ ବିଜେଡିର ୨୦ ସାଂସଦ ପ୍ରତିନିଧିତ୍ୱ କରୁଥିଲେ । ଏବେ କିନ୍ତୁ ଜଣେ ବି ସାଂସଦ ସଂସଦରେ ନାହାଁନ୍ତି । ଏବେ ଶାସନରେ ଥିବା ବିଜେପି ୨୦ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଗୋଟିଏ ଆସନ ବିଜୟୀ ହୋଇଛି । ମୋଟ ୨୧ ଆସନରୁ ବିଜେପି ୨୦, କଂଗ୍ରେସ ୧ ଥିବା ବେଳେ ବିଜେଡି ଭାଗରେ ନାହିଁ କିଛି ।
୨୦୧୪ରେ ବିଜେଡି ୨୦ଟି ଆସନରେ ନିଜ ଅକ୍ତିଆରରେ କରିଥିବା ବେଳେ ବିଜେପିରୁ କେବଳ ଜୁଏଲ ଓରାମ ବିଜୟୀ ହୋଇଥିଲେ । ଏବେ କିନ୍ତୁ ସ୍ଥିତି ବଦଳିଯାଇଛି । ରାଜ୍ୟରେ ବିଜେପି ସରକାର ଗଢ଼ିବା ସହ ଲୋକସଭା ଆସନ ମଧ ନିଜ ଅକ୍ତିଆରକୁ ନେଇଛି । ୨୦୨୪ ନିର୍ବାଚନ ପରେ ଲୋକସଭାରେ ବିଜେଡିର କୌଣସି ସାଂସଦ ନାହାଁନ୍ତି ।

Related posts

ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାବି କଲା ହିଞ୍ଜିଳିକାଟୁ ତ୍ରିରଙ୍ଗା ଯୁବସେବା ସଂଘ

mahabharatanews

ୟୁନଫର୍ମ ପିନ୍ଧିନଥିବାରୁ ଛାତ୍ରୀଙ୍କ ଲେଗିଙ୍ଗସ୍ ଖୋଲିଦେଲେ

mahabharatanews

 ଆସନ୍ତାକାଲି ବାମନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

mahabharatanews