(ହରିୟାଣା) : ଶନିବାର ହରିୟାଣାରରେ ବଡ ଧରଣର ବିସ୍ପୋରଣ । ଫଳରେ ରେୱାରୀରେ ଥିବା ଏକ କାରଖାନାର ବଏଲର ବିସ୍ଫୋରଣରେ ଅନେକ କର୍ମଚାରୀ ଆହତ ହୋଇଛନ୍ତି । ପ୍ରାୟ ୪୦ ଜଣ ଆହତ ହୋଇଥିବା ବେଳେ ସେଠାରେ ଜଣେ ଗୁରୁତର ରୋଗୀ ଅଛନ୍ତି ଯାହାକୁ ରୋହତକକୁ ସ୍ଥାନାନ୍ତର ।”
ସୂଚନାନୁଯାୟୀ , ପ୍ରଥମ ପର୍ଯ୍ୟାୟରେ ୨୫ ହାଜର କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ ହେବେ ଦି ଟ୍ରିବ୍ୟୁନ୍ ଅନୁଯାୟୀ, ରାତି ପ୍ରାୟ ୭ ଟାରେ ‘ଲାଇଫ୍ ଲଙ୍ଗ୍ କାରଖାନା’ରେ ଏହି ବିସ୍ଫୋରଣ ହୋଇଥିଲା। ଫାୟାର ଇଞ୍ଜିନ ଏବଂ ଆମ୍ବୁଲାନ୍ସକୁ କାରଖାନାକୁ ନିଆଯାଇଥିଲା। ଅନ୍ୟପଟେ ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଦୁର୍ଘଟଣାସ୍ଥଳରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ପହଞ୍ଚିଛନ୍ତି।