ଭାରତ

ହରିୟାଣାରରେ ବଡ ଧରଣର ବିସ୍ପୋରଣ,୪୦ ଗୁରୁତର

(ହରିୟାଣା) : ଶନିବାର ହରିୟାଣାରରେ ବଡ ଧରଣର ବିସ୍ପୋରଣ । ଫଳରେ ରେୱାରୀରେ ଥିବା ଏକ କାରଖାନାର ବଏଲର ବିସ୍ଫୋରଣରେ ଅନେକ କର୍ମଚାରୀ ଆହତ ହୋଇଛନ୍ତି । ପ୍ରାୟ ୪୦ ଜଣ ଆହତ ହୋଇଥିବା ବେଳେ ସେଠାରେ ଜଣେ ଗୁରୁତର ରୋଗୀ ଅଛନ୍ତି ଯାହାକୁ ରୋହତକକୁ ସ୍ଥାନାନ୍ତର ।”

ସୂଚନାନୁଯାୟୀ , ପ୍ରଥମ ପର୍ଯ୍ୟାୟରେ ୨୫ ହାଜର କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ ହେବେ ଦି ଟ୍ରିବ୍ୟୁନ୍ ଅନୁଯାୟୀ, ରାତି ପ୍ରାୟ ୭ ଟାରେ ‘ଲାଇଫ୍ ଲଙ୍ଗ୍ କାରଖାନା’ରେ ଏହି ବିସ୍ଫୋରଣ ହୋଇଥିଲା। ଫାୟାର ଇଞ୍ଜିନ ଏବଂ ଆମ୍ବୁଲାନ୍ସକୁ କାରଖାନାକୁ ନିଆଯାଇଥିଲା। ଅନ୍ୟପଟେ ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଦୁର୍ଘଟଣାସ୍ଥଳରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ପହଞ୍ଚିଛନ୍ତି।

Related posts

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍

mahabharatanews

ବହୁ ବିବାଦ ପରେ ମୁକ୍ତିଲାଭ କଲା ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ଗଙ୍ଗୁବାଈ କାଠିଆୱାଡ଼ି’

mahabharatanews

 ଗୋବର୍ଦ୍ଧନରେ ଭାରତର ପ୍ରଥମ ହେଲିକପ୍ଟର ଧାର୍ମିକ ଯାତ୍ରା

mahabharatanews