ଓଡିଶା

ରାଜଧାନୀରେ ବୋମାମାଡ

(ଭୁବନେଶ୍ୱର): ସକାଳୁ ସକାଳୁ ରାଜଧାନୀରେ ବୋମାମାଡ। ଖଣ୍ଡଗିରି ଥାନା ଏୟାରପୋର୍ଟ ପଛ ରାସ୍ତାରେ ଏହି ବୋମାମାଡ଼ ଘଟିଛି। ବୋମାମାଡରେ ଏକ ସ୍କ୍ରୋପିଓ ଗାଡି ଜଖମ ହୋଇଛି। ଗାଡିଟି ନୟାପଲ୍ଲୀ ରାଜେଶ ସାମନ୍ତ ସିଂହର ଙ୍କର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ସୂଚନାନୁଯାୟୀ , ଏ ସମ୍ପର୍କରେ ଘଟଣା ସ୍ଥଳରୁ କାହାକୁ ପାଇନି ଖଣ୍ଡଗିରି ପୋଲିସ. ଗାଡି କିଏ ଚଳାଉଥିଲା। ବୋମାମାଡ଼ କିଏ କଲା ସେ ସମ୍ପର୍କରେ ତଦନ୍ତ କରୁଛି ଖଣ୍ଡଗିରି ପୋଲିସ। ଏହି ଗଣ୍ଡଗୋଳ ଘଟଣା ପୂର୍ବ ଶତ୍ରୁତାରୁ ଘଟିଥିବା ପୋଲିସ ସୂଚନା ଦେଇଛି। ଲଗାତାର ରାଜଧାନୀରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି ।

Related posts

୨୬ଟି ଗେଟ ଦେଇ ନିଷ୍କାସିତ ହେଉଛି ହୀରାକୁଦ ଜଳ  

mahabharatanews

ଅନୁଗୁଳ ଦେଶରେ ଦ୍ୱିତୀୟ ପ୍ରଦୂଷିତ ସହର

mahabharatanews

ଆଜି କଣ୍ଟାମାଳ ଦୁଇଟି ବୁଥରେ ସାନି ମତଦାନ

mahabharatanews