ଭାରତ

ଭିସ୍ତାରା ଫ୍ଲାଇଟରେ ବମ୍

(ଦିଲ୍ଲୀ)  : ଭିସ୍ତାରା ଫ୍ଲାଇଟରେ ବମ୍ । ଦିଲ୍ଲୀରୁ ପୁଣେ ଯାଉଥିବା ଭିସ୍ତାର ଫ୍ଲାଇଟରେ ବୋମା ଥିବା ଧମକ ମିଳିଛି । ଯାହା ପରେ ଦିଲ୍ଲୀ ବିମାନବନ୍ଦରରେ ଉତ୍ତେଜନା ଦେଖାଦେଇଥିଲା। ବିମାନ ପହଞ୍ଚିବା ମାତ୍ରେ ଏଥିରେ କୌଣସି ବମ୍ ଅଛି କି ନାହିଁ ତଦନ୍ତ ଆରମ୍ଭ ହୋଇଥିଲା। ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ସୂଚନାନୁଯାୟୀ ,  ଏୟାରପୋର୍ଟ ଆଇସୋଲେସନରେ ବିମାନର ୟାଞ୍ଚ ଚାଲିଛି। ସମସ୍ତ ଯାତ୍ରୀ ସେମାନଙ୍କ ସାମଗ୍ରୀ ସହିତ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇଛନ୍ତି । ଜିଏମଆର କଲ ସେଣ୍ଟର ଶୁକ୍ରବାର ଦିନ ସକାଳ ୮.୫୩ ରେ ବିମାନରେ ଏକ ବୋମାଥିବା ନେଇ ଏକ କଲ୍ ଆସିଥିଲା । ହେଲେ ସନ୍ଧାନରେ ଏପର୍ଯ୍ୟନ୍ତ କିଛି ମିଳିନାହିଁ। ବିମାନରେ କୌଣସି ସନ୍ଦେହଜନକ ଜିନିଷ ନଥିବା ନେଇ ସୂଚନା ରହିଛି ।

Related posts

ରାଏବରେଲିରୁ ଦିନେଶ ପ୍ରତାପ ସିଂହଙ୍କୁ ପ୍ରାର୍ଥୀ କଲା ବିଜେପି  

mahabharatanews

ରୁଷ-ୟୁକ୍ରେନ୍ ଯୁଦ୍ଧ : ଲୁହାନସ୍କ ତେଲ ଡିପୋରେ ଭୟଙ୍କର ବିସ୍ଫୋରଣ

mahabharatanews

ମୁଖତାର ଅନସାରୀଙ୍କ ବିଗିଡ଼ିଲା ସ୍ବାସ୍ଥ୍ୟ ଅବସ୍ଥା  

mahabharatanews