ଓଡିଶା

ରାସ୍ତାପାର୍ଶ୍ୱ ଗାର୍ଡୱାଲକୁ ପିଟିହେଲା ବସ୍, ଅଳ୍ପକେ ବର୍ତିଲେ ଯାତ୍ରୀ

ମୋହନା- ଆର୍ ଉଦୟଗିରି ଥାନା ଘୋଡାସାଳ ଘାଟିରେ ଅମ୍ବିକା ନାମକ ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣା ,ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ପାରଳାଖେମୁଣ୍ଡି ଠାରୁ ବାଦୁଆ ଯାତ୍ରିନେଇ ଯାଉଥିବା ବେଳେ ଯାନ୍ତ୍ରିକ ତୃଟି ଯୋଗୁଁ ଗାର୍ଡ ୱାଲ୍ କୁ ପିଟିହେଲା ବସ୍ ।ଗାଡ଼ିରେ ୨୭ ରୁ ଉର୍ଦ୍ଧ୍ବ ଜାତ୍ରିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ଆହତ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆର୍ ଉଦୟଗିରି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା ଚାଲିଥିବା ବେଳେ ଗୁରୁତର ଅବସ୍ଥାରେ ଜଣେ ଶିଶୁ କୁ ପାରଳାଖେମୁଣ୍ଡି କୁ ସ୍ଥାନାନ୍ତର କରାଯାଇଛି।ଆର୍ ଉଦୟଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l

Related posts

ଭିଜିଲାନ୍ସ ପଞ୍ଝାରେ  କୃଷି ଅଧିକାରୀ; ପ୍ରଶୟ କୁମାର ମନ୍ତ୍ରୀ

mahabharatanews

ବନ୍ଦେ ଭାରତ ମିଶନ: ୟୁଏଇରୁ ଆସିଲେ ୩୬୩ ଭାରତୀୟ

mahabharatanews

ବାଇକ୍ ଓ କାର ମୁହଁମୁହିଁ ଧକ୍କା , ଦୁଇ ଗୁରୁତର

mahabharatanews