ଓଡିଶାଦୁର୍ଘଟଣା

ସତ୍ୟନଗର ଠାରେ ଥିବା ତୋଷାଳୀ ଭବନରେ ଅଗ୍ନିକାଣ୍ଡ

ସତ୍ୟନଗର ତୋଷାଳି ଭବନରେ ଘଟିଛି ଅଘଟଣ । ଲୋକାୟୁକ୍ତ କାର୍ଯ୍ୟାଳୟର ରେକର୍ଡରୁ ଅଗ୍ନିକାଣ୍ଡ ଘଟିଥିବା ବେଳେ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜଳିଯାଇଛି । ଘଟଣାସ୍ଥଳରେ ଫାୟାର ଫାଇଟ୍ ଟିମ୍ ନିଆଁକୁ ଆୟତ୍ତ ପାଇଁ ପହଞ୍ଚି ଉଦ୍ୟମ କରିଛି । ଅଘଟଣସ୍ଥଳରେ ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ନିୟୋଜିତ ହୋଇଛନ୍ତି । ତେବେ କେଉଁ କାରଣ ନିଆଁ ଲାଗିଛି ଜଣାପଡିନାହିଁ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସତ୍ୟନଗର ସ୍ଥିତ ତୋଷାଳି ଭବନରେ ଅଗ୍ନିକାଣ୍ଡ ଘଟିଛି । ତୋଷାଳି ଭବନର ରେକର୍ଡ ରୁମ୍‌ରେ ନିଆଁ ଲାଗିଥିବା ସୂଚନା ମିଳିଛି । ରେକର୍ଡ ରୁମ୍‌ରେ ଥିବା ଅନେକ କାଗଜପତ୍ର ନିଆଁରେ ପୋଡ଼ି ଯାଇଥିବା ଜଣାପଡ଼ିଛି । ତେବେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି । ଘଟଣାସ୍ଥଳରେ ଅଗ୍ନିଶନ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି । ଖବର ପାଇ ଖାରବେଳନଗର ଥାନା ପୋଲିସ ପହଞ୍ଚି ଘଟଣାର ତଦାରଖ କରୁଛି ।

Related posts

ପାଟଣା ଥାନାରେ ଥାର୍ଡ ଡିଗ୍ରୀ ଘଟଣାକୁ ନେଇ ନିରପେକ୍ଷ ତଦନ୍ତ ଦାବି କଲେ ଅଞ୍ଚଳବାସୀ

mahabharatanews

ସାଂସଦ ଓ ବିଧାୟକଙ୍କ କେନ୍ଦୁଗୁଡା ଗ୍ରାମଗସ୍ତ,ମୃତ ପରିବାରଙ୍କୁ ଭେଟି ପରିସ୍ଥିତି ଅନୁଧ୍ୟାନ କଲେ

mahabharatanews

୯୧ତମ ପୋଲିସ ଦିବସରେ ସମ୍ମାନିତ ହେବେ କୋରେଇ ଥାନା ଅଧିକାରୀ

mahabharatanews