ଓଡିଶା

ରାଜ୍ୟରେ ଗଡ଼ୁନି ବସ, ନାହିଁନଥିବା ହଇରାଣରେ ଯାତ୍ରୀ  

(ଭୁବନେଶ୍ୱର)  :  ଆଜି ସାରା ରାଜ୍ୟରେ ଗଡୁନି ବସ୍। ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଗଡୁନି ବସ୍ । ଗତକାଲି  ସରକାରଙ୍କଠୁ ଲିଖିତ ପ୍ରସ୍ତୁତି ନ ମିଳିବାରୁ ଆନ୍ଦୋଳନକୁ ଜୋରଦାର କରିଛନ୍ତି ବସ ମାଲିକ ସଂଘ  । ସକାଳ ୬ଟାରୁ ଗଡୁନି ବସ୍ । ଲିଖିତ ପ୍ରତିଶ୍ରୁତି ନ ଦେବାରୁ ଧର୍ମଘଟ ପାଇଁ ସଂଘ ପକ୍ଷରୁ ପାର୍ବଣ ସମୟରେ ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି ବୋଲି ବସ ମାଲିକ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ , ଘରୋଇ ବସ୍ ମାଲିକ ସଂଘ ସଫେଇ ରଖି କହିଛି, ଲକ୍ଷ୍ମୀ ଯୋଜନା ନେଇ ସରକାର ଘରୋଇ ବସ ମାଲିକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପାଳନ କରିନାହାନ୍ତି । ଲକ୍ଷ୍ମୀ ଯୋଜନାରେ ବସ ଚଳାଚଳ ଦର କମ ରହୁଛି । ସମାନ ସମୟରେ ଲକ୍ଷ୍ମୀ ଓ ଘରୋଇ ବସ ଚଳାଚଳ କରୁଛି । ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଗଡୁଛି । ଏହା ସରକାରଙ୍କ ପ୍ରତିଶ୍ରୁତିର ବିରୁଦ୍ଧାଚରଣ କରୁଛି ।

Related posts

ଆଜି ଶ୍ରୀବିଗ୍ରହଙ୍କ ଗଜ ଉଦ୍ଧାରଣ ବେଶ

mahabharatanews

ଦେବସ୍ନାନ ପୂର୍ଣ୍ଣିମା: ୧୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

mahabharatanews

ମହିଳାଙ୍କ ତୁଳନାରେ ପୁରୁଷ କୋରୋନାରେ ଅଧିକ ଆକ୍ରାନ୍ତ ହେଉଛନ୍ତି

mahabharatanews