ଓଡିଶାଦୁର୍ଘଟଣାକୋଇଡାରେ ସିରିଜ୍ ଦୁର୍ଘଟଣା, ଦୁଇ ମୃତ ତିନି ଗୁରୁତ୍ୱର…mahabharatanewsJune 4, 2026 by mahabharatanewsJune 4, 2026014 ସୁନ୍ଦରଗଡ଼ କୋଇଡା ଥାନା ଅଞ୍ଚଳରେ ସିରିଜ୍ ଦୁର୍ଘଟଣା। ଦୁର୍ଘଟଣା ରେ ଚାଲିଗଲା ଦୁଇ ଦୁଇଟି ଜୀବନ । ଗୋଟିଏ ଦିନରେ ଦୁଇ ଦୁର୍ଘଟଣା ୨ମୃତ ତିନି ଗୁରୁତ୍ୱର ହୋଇଥିବା ସୂଚନା ଆସୁଛି। କୋଇଡା ଥାନା...
ଓଡିଶାଦୁର୍ଘଟଣାଚଳନ୍ତା ବସ୍ ରୁ ଚକ ବାହାରି ରାସ୍ତା କଡ ଦୋକାନରେ ପଶିଲାmahabharatanewsMay 24, 2026 by mahabharatanewsMay 24, 2026029 ବ୍ରହ୍ମପୁର ଠାରୁ କନ୍ଧମାଳ ଜିଲ୍ଲା କାଟିଙ୍ଗା ଯାଉଥିବା ହରିହର ନାମକ ଯାତ୍ରୀବାହୀ ଘରୋଇ ବସ୍ ୩୦ ଜଣ ଯାତ୍ରୀ ଙ୍କୁ ନେଇ ଯିବା ସମୟରେ ମୋହନା ସଦର ମହକୁମା ପ୍ରାଣୀଧନ ଚିକିତ୍ସାଳୟ ସାମନା ରେ...
ଦୁର୍ଘଟଣାଦେଶ ବିଦେଶପାକିସ୍ତାନର କ୍ୱେଟାରେ ରେଳ ଟ୍ରାକରେ ବିସ୍ଫୋରଣ, ବଢୁଛି ମୃତ୍ୟୁ ସଂଖ୍ୟାmahabharatanewsMay 24, 2026May 24, 2026 by mahabharatanewsMay 24, 2026May 24, 2026041 ଟ୍ରେନ ବିସ୍ଫୋରଣ ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ପାକିସ୍ତାନର କ୍ୱେଟାରେ ଏକ ରେଳ ଟ୍ରାକ ନିକଟରେ ହୋଇଥିବା ବିସ୍ଫୋରଣରେ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୦ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ...
ଦୁର୍ଘଟଣାଦେଶ ବିଦେଶଚୀନର କୋଇଲା ଖଣିରେ ବିସ୍ଫୋରଣ, ବଢୁଛି ମୃତ ସଂଖ୍ୟାmahabharatanewsMay 23, 2026 by mahabharatanewsMay 23, 2026011 ଚୀନର ଶାଂସି ପ୍ରଦେଶରେ ଏକ ବଡ଼ କୋଇଲା ଖଣି ଦୁର୍ଘଟଣାରେ ୯୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୯ ଜଣ ଏପର୍ୟ୍ୟନ୍ତ ନିଖୋଜ ଅଛନ୍ତି। ଏହାକୁ ଗତ ଦଶନ୍ଧି ମଧ୍ୟରେ ଚୀନର ସବୁଠାରୁ ବଡ...
ଓଡିଶାଦୁର୍ଘଟଣାପାଣିରେ ବୁଡି ଜଣକର ମୃତ୍ୟୁ ଏବଂ ଜଣେ ଗୁରୁତରmahabharatanewsMay 21, 2026May 21, 2026 by mahabharatanewsMay 21, 2026May 21, 2026032 କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ୍ ପର୍ଲା ଗ୍ରାମରେ ପାଣିରେ ବୁଡି ଜଣେ ବାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପର୍ଲା ଗ୍ରାମର ରାଜାରାମ ବାଗଙ୍କ ପୁଅ ମହାବୀର...
ଓଡିଶାଦୁର୍ଘଟଣାଟ୍ରେନ୍ ଲାଇନ୍ରେ କଟି ଯୁବକ ମୃତ, ପ୍ରତିଶ୍ରୁତି ଦେଲେ ବିଧାୟକmahabharatanewsMay 20, 2026 by mahabharatanewsMay 20, 2026019 ଟ୍ରେନ୍ ଲାଇନ୍ରେ କଟି ଯୁବକ ମୃତ । ତାଳଚେର ହାଟତୋଟା ପଟୁ ରେମୂଆଁ ଆଡ଼କୁ ଯାଇଥିବା ଏନଟିପିସି ରେଳ ଧାରଣା କଡ଼ରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବାରୁ ଅଞ୍ଚଳରେ ଚଞ୍ଚଳ୍ୟ ସୃଷ୍ଟି ହୋଇଛି। ଟ୍ରେନ୍...
ଦୁର୍ଘଟଣାଦେଶ ବିଦେଶଫିଲ୍ମ ଷ୍ଟାଇଲରେ ହସ୍ପିଟାଲରେ ହେଲା ବାହାଘର…mahabharatanewsMay 18, 2026May 18, 2026 by mahabharatanewsMay 18, 2026May 18, 2026023 ସାମ୍ନାକୁ ଆସିଛି ବିଭା ଫିଲ୍ମର ବାସ୍ତବ ଚିତ୍ର । ଦୁର୍ଘଟଣା ଅଟକାଇ ପାରିଲାନି ବାହାଘର । ଫିଲ୍ମ ଷ୍ଟାଇଲରେ ହସ୍ପିଟାଲ ଓଉଟରେ ହେଲା ବାହାଘର । ବିଭା ଫିଲ୍ମର କାହାଣୀ ଭଳି ବାହାଘର ପାଇଁ...
ଦୁର୍ଘଟଣାଦେଶ ବିଦେଶଛିଡା ହୋଇଥିବା ଟ୍ରେନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀmahabharatanewsMay 18, 2026 by mahabharatanewsMay 18, 2026029 ଛିଡା ହୋଇଥିବା ଟ୍ରେନରେ ଲାଗିଲା ନିଆଁ । ବିହାରର ସାସାରାମରେ ପ୍ଲାଟଫର୍ମରେ ଛିଡା ହୋଇଥିବା ଏକ ଟ୍ରେନରେ ନିଆଁ ଲାଗିଯିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା। ସୋମବାର ସକାଳେ ପ୍ଲାଟଫର୍ମରେ ଛିଡା ହୋଇଥିବା ଭାବୁଆ-ସାସାରାମ-ପାଟନା...
ଦୁର୍ଘଟଣାଦେଶ ବିଦେଶଆମେରିକାର ଫାଇଟର ଜେଟ୍ ଦୁର୍ଘଟଣା, ଭିଡିଓ ଭାଇରାଲmahabharatanewsMay 18, 2026May 18, 2026 by mahabharatanewsMay 18, 2026May 18, 2026035 ମଝି ଆକାଶରେ ଦୁଇ ବିମାନ ମଧ୍ୟରେ ଧକ୍କା । ଆମେରିକାର ମାଉଣ୍ଟେନ୍ ହୋମ୍ ବାୟୁସେନା ଘାଟିରେ ଆୟୋଜିତ ଏକ ଏୟାର ଶୋ’ ସମୟରେ ବଡ଼ ଦୁର୍ଘଟଣା ଘଟିଛି । ଦୁଇଟି ଆମେରିକୀୟ EA-18G ଲଢ଼ୁଆ...
ଦୁର୍ଘଟଣାଦେଶ ବିଦେଶଉତ୍ତର ପ୍ରଦେଶରେ ପ୍ରବଳ ପବନ ତାଣ୍ଡବ ରଚିଛି, ଝଡ଼ରେ ୮୯ ଜଣଙ୍କର ମୃତ୍ୟୁ,,,mahabharatanewsMay 14, 2026May 14, 2026 by mahabharatanewsMay 14, 2026May 14, 2026027 ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଉତ୍ତର ପ୍ରଦେଶରେ ଘଟିଥିବା ଏକ ଭୟଙ୍କର ଝଡ଼ ତାଣ୍ଡବ ସୃଷ୍ଟି କରିଛି। ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି, ଯେତେବେଳେ ଅନ୍ୟ ମାଟି ଘରଗୁଡ଼ିକ ଭୁଶୁଡ଼ି ପଡ଼ିଛି।...