ଦେଶ ବିଦେଶବର୍ଷାରେ ବେହାଲ୍ ଦିଲ୍ଲୀ, ୧୫ ବିମାନ ଡାଇଭର୍ଟmahabharatanewsJuly 5, 2026 by mahabharatanewsJuly 5, 2026028 ଦିଲ୍ଲୀରେ ପ୍ରଥମ ପ୍ରବଳ ମୌସୁମୀ ବର୍ଷା ଆର୍ଦ୍ର ଗରମରୁ ଆଶ୍ୱସ୍ତି ଆଣିଥିବା ବେଳେ, ପାଣି ଜମି ରହିବା ଯୋଗୁଁ ଟ୍ରାଫିକ୍ ଜାମ୍ ମଧ୍ୟ ହୋଇଛି। ପ୍ରବଳ ବର୍ଷା ସମୟରେ ଦ୍ୱାରକା ଏକ୍ସପ୍ରେସୱେର ଅଣ୍ଡରପାସ୍ ପାଣିରେ...
ଖେଳଦେଶ ବିଦେଶବାବର ଆଜମଙ୍କ ଉପରେ ଆସ୍ଥା ପ୍ରକଟ କରି ଟେଷ୍ଟ ଫର୍ମାଟର ଅଧିନାୟକ ଦାୟିତ୍ୱ ପ୍ରଦାନ କଲା ପିସିବିmahabharatanewsJuly 5, 2026 by mahabharatanewsJuly 5, 2026032 ପାକିସ୍ତାନ ଚଳିତ ମାସ ଶେଷରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବାକୁ ଥିବାବେଳେ ଏଥିପାଇଁ ଦଳ ଘୋଷଣା କରାଯାଇଛି । ପାକିସ୍ତାନ କ୍ରିକେଟ୍ ଦଳକୁ ନେଇ ଏକ ବଡ଼ ଖବର...
ଦେଶ ବିଦେଶମୋ କ୍ୟାରିଅରରେ ମୁଁ ଏମିତି ଅପରାଧୀ ଦେଖିନି- ବୋଥ୍ରା…mahabharatanewsJuly 5, 2026 by mahabharatanewsJuly 5, 2026027 ପୁଣେର ଅତ୍ୟନ୍ତ ବିବାଦୀୟ କେତନ ଅଗ୍ରୱାଲ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସିଆ ଗୋୟଲଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓରେ, ପୋଲିସ ହେପାଜତରେ ଥିବା ସମୟରେ ସିଆ...
ଅପରାଧଦେଶ ବିଦେଶପଶ୍ଚିମବଙ୍ଗରେ ୧୨ ବର୍ଷୀୟା ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ, ଗଣଦୁଷ୍କର୍ମ ଅଭିଯୋଗରେ ତଦନ୍ତ ଜୋରଦାରmahabharatanewsJuly 5, 2026 by mahabharatanewsJuly 5, 2026031 ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନା ଜିଲ୍ଲାର ବାରୁଇପୁରରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ପରିବାର ଏବଂ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ନାବାଳିକାଙ୍କୁ ଅପହରଣ...
ଦେଶ ବିଦେଶଇନଷ୍ଟାଗ୍ରାମରେ ଶିଶୁ ସୁରକ୍ଷା ଉଲ୍ଲଂଘନ: ମେଟାକୁ କେନ୍ଦ୍ର ସରକାରଙ୍କ କଠୋର ନୋଟିସmahabharatanewsJuly 5, 2026 by mahabharatanewsJuly 5, 2026028 ଇନଷ୍ଟାଗ୍ରାମରେ ଶିଶୁ ସୁରକ୍ଷା ଉଲ୍ଲଂଘନ । ମେଟାକୁ କେନ୍ଦ୍ର ସରକାରଙ୍କ କଠୋର ନୋଟିସ । ଇନଷ୍ଟାଗ୍ରାମରେ ଶିଶୁ ଯୌନ ଶୋଷଣ ଏବଂ ଅପବ୍ୟବହାର ସାମଗ୍ରୀ ସହିତ ସମ୍ପର୍କିତ ଦେୟଯୁକ୍ତ ବିଜ୍ଞାପନ ଚିହ୍ନଟ ହେବା ପରେ...
bharatଖେଳଦେଶ ବିଦେଶ୩୬ ବର୍ଷର ରେକର୍ଡ ଭାଙ୍ଗିଲେ ବୈଭବ ।mahabharatanewsJuly 5, 2026 by mahabharatanewsJuly 5, 2026041 ସିଚିନ୍ଙ୍କ ରେକର୍ଡ ଭାଙ୍ଗିଲେ ବୈଭବ । ଦୀର୍ଘ ୩୬ ବର୍ଷ ପରେ କ୍ରିକେଟ୍ ଇତିହାସରେ ଯୋଡା ହେଲା ନୂଆ ଫର୍ଦ୍ଦ । ଆଇପିଏଲ୍ ପରେ ଲଗାତାର ଭାବେ ଭାରତର ସବୁଠାରୁ କନିଷ୍ଠି କ୍ରିକେଟର ବୈଭବ...
ଦେଶ ବିଦେଶଜନ୍ତର ମନ୍ତରରେ ଚାଲିଥିବା ପ୍ରତିବାଦରେ ଅଂଶଗ୍ରହଣ କଲେ ମହୁଆ ମୋଇତ୍ରା…mahabharatanewsJuly 4, 2026 by mahabharatanewsJuly 4, 2026030 ଶୁକ୍ରବାର ଦିନ ଜନ୍ତରମନ୍ତରରେ ଚାଲିଥିବା ପ୍ରତିବାଦରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରା ଯୋଗ ଦେଇଥିଲେ। ସେ ଶିକ୍ଷା ବ୍ୟବସ୍ଥାରେ ଦାୟିତ୍ୱ ଏବଂ କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ଦାବି କରି ଅନଶନରେ ବସିଥିବା...
ଦୁର୍ଘଟଣାଦେଶ ବିଦେଶପାକିସ୍ତାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଭୀର ଖାଇକୁ ଖସିଲା ଯାତ୍ରୀବାହୀ ବସ୍mahabharatanewsJuly 3, 2026 by mahabharatanewsJuly 3, 2026031 ପାକିସ୍ତାନର ଏକ ଅତ୍ୟନ୍ତ ଦୁଃଖଦ ଓ ବଡ଼ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ଶୁକ୍ରବାର ଦିନ ଏକ ଯାତ୍ରୀବାହୀ ବସ୍ ଅନିୟନ୍ତ୍ରିତ ହୋଇ ଗଭୀର ଖାଇକୁ ଖସିପଡ଼ିବା ଦ୍ୱାରା ମହିଳା ଏବଂ ଶିଶୁଙ୍କ...
ଦେଶ ବିଦେଶଇସ୍ରୋର ବେଙ୍ଗାଲୁରୁ ସ୍ଥିତ ମୁଖ୍ୟାଳୟକୁ ବୋମା ଧମକmahabharatanewsJuly 2, 2026 by mahabharatanewsJuly 2, 2026030 ଇସ୍ରୋର ମୁଖ୍ୟାଳୟକୁ ପଠାଯାଇଥିବା ଏକ ବୋମା ଧମକପୂର୍ଣ୍ଣ ଇମେଲ୍ ପରେ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ ହୋଇଛି ବୋଲି ପୋଲିସ କହିଛି। ଧମକ ମିଳିବା ପରେ ପୋଲିସ କର୍ମଚାରୀମାନେ କୁକୁର ସ୍କ୍ୱାଡ୍ ଏବଂ ବୋମା...
ଦେଶ ବିଦେଶରାଜନୀତିକଂଗ୍ରେସରେ ମିଶିବ କି ଶରଦ ପାୱାରଙ୍କ ଦଳ? ମୁହଁ ଖୋଲିଲେ ନାନା ପାଟୋଲେmahabharatanewsJuly 2, 2026 by mahabharatanewsJuly 2, 2026041 ମହାରାଷ୍ଟ୍ର ରାଜନୀତିରେ ଏବେ ଏକ ନୂଆ ଚର୍ଚ୍ଚା ଜୋର୍ ଧରିଛି। ଶରଦ ପାୱାରଙ୍କ ଦଳ (NCP-SP) କଂଗ୍ରେସ ସହ ମିଶ୍ରଣ ହେବା ନେଇ ଚାଲିଥିବା ଗୁଜବ ଉପରେ ଏବେ କଂଗ୍ରେସର ବରିଷ୍ଠ ନେତାମାନେ ସ୍ପଷ୍ଟୀକରଣ...